ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିଲାବେଳେ ନେତାମାନେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋର କରୁଛନ୍ତିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କେନ୍ଦ୍ର ନେତାଙ୍କ ଫୋକସରେ ଓଡ଼ିଶା ରହିଛିା

ଏଥିଲାଗି କେନ୍ଦ୍ରର ବରିଷ୍ଠ ନେତାମାନେ ଲଗାତର ଓଡ଼ିଶା ଗସ୍ତ କରୁଛନ୍ତିା ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏପ୍ରିଲ ୧୯ ଅର୍ଥାତ ଆସନ୍ତା କାଲି ଓଡ଼ିଶା ଆସିବୋ

ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତିା ରାଜନାଥ ସିଂହ ଆସନ୍ତା କାଲି ଓଡ଼ିଶା ଆସି ନୟାଗଡ଼, କଟକ, ମୟୂରଭଞ୍ଜରେ ସଭା କରିବୋ

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବୋ ଏପ୍ରିଲ ୨୩ରେ ମୋଦି କେନ୍ଦ୍ରାପଡ଼ା, ବାଲେଶ୍ୱର ସଭାରେ ଯୋଗ ଦେବୋ

Comment