ଓଡ଼ିଶାଲାଇଭ୍ ବ୍ୟୁରୋ

ସେଣ୍ଟରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର(ସିଟିଟିସି)ର ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏହିସବୁ କୋର୍ସ ପାଇଁ ଆବେଦନ କରିପାରିବେ।

୧- ପୋଷ୍ଟ ଡିପ୍ଲୋମା ଇନ ଟୁଲ ଆଣ୍ଡ ଡାଇ ମାନୁଫାକ୍ଚରିଙ୍ଗ

ପୋଷ୍ଟ ଡିପ୍ଲୋମା ଇନ ଟୁଲ ଆଣ୍ଡ ଡାଇ ମାନୁଫାକ୍ଚରିଙ୍ଗ କୋର୍ସ ପାଇଁ ଇଚ୍ଛୁକ ବିଦ୍ୟାର୍ଥୀମାନେ ସିଟିଟିସିରେ ଆବେଦନ କରିପାରିବେ। ଏହି କୋର୍ସର ଅବଧି ରହିଛି ୦୨ ଜୁଲାଇ ୨୦୧୯ରୁ ଏକ ବର୍ଷ ପର୍ଯ୍ୟନ୍ତ।

ଶିକ୍ଷାଗତ ଯୋଗ୍ୟତା: ଡିପ୍ଲୋମା, ମେକାନିକାଲ ଡିଗ୍ରୀ, ପ୍ରଡକ୍ସନ ଓ ଅଟୋମୋବାଇଲ ହେବା ଆବଶ୍ୟକ।

କୋର୍ସ ଫି: ୫୪,୮୦୦ ଟଙ୍କା ରହିଛି। ବିଦ୍ୟାର୍ଥୀମାନେ ୩ଟି କିସ୍ତିରେ ଏହି ଫି ଭରି ପାରିବେ।

କୋର୍ସର ବିଷୟ: ମୋଲ୍ଡ ଡିଜାଇନ ୟୁଜିଙ୍ଗ ସଲିଡ ଓ୍ଵାର୍କ, ପ୍ରେସ ଟୁଲ ଡିଜାଇନ ଓ୍ଵିଜିଙ୍ଗ ଅଟୋ ସିଏଡି, ମୋଲ୍ଡ ଓ ପ୍ରେସ ଟୁଲ ମାନୁଫାକ୍ଚରିଙ୍ଗ, ମାଷ୍ଟର ସିଏଏମ, ଡେଲ କାମ।

୨- ପୋଷ୍ଟ ଡିପ୍ଲୋମା ଇନ କ୍ୟାଡ/କ୍ୟାମ୍(ପିଡିସିସି)

ପୋଷ୍ଟ ଡିପ୍ଲୋମା ଇନ କ୍ୟାଡ/କ୍ୟାମ୍(ପିଡିସିସି) ପାଇଁ ଇଚ୍ଛୁକ ବିଦ୍ୟାର୍ଥୀମାନେ ସିଟିଟିସିରେ ଆବେଦନ କରିପାରିବେ। ଏହିକୋର୍ଯର ପାଠ୍ୟକ୍ରମ ଜୁଲାଇ ୨ରୁ ଗୋଟେ ବର୍ଷ ପାଇଁ ଚାଲିବ।

କୋର୍ସ ଫି: ୫୪,୮୦୦ ଟଙ୍କା। ୩ଟି କିସ୍ତିରେ ଛାତ୍ରଛାତ୍ରୀମାନେ ଟଙ୍କା ଭରି ପାରିବେ।

ଶିକ୍ଷାଗତ ଯୋଗ୍ୟତା: ଡିପ୍ଲୋମା, ମେକାନିକାଲ ଡିଗ୍ରୀ, ପ୍ରଡକ୍ସନ, ଟୁଲ ଆଣ୍ଡ ଡାଏ ମେକିଙ୍ଗ, ଅଟୋମୋବାଇଲ ରହିଛି।

କୋର୍ସ ବିଷୟ: ଅଟୋକ୍ୟାଡ, ମାଷ୍ଟର କ୍ୟାମ, ସଲିଡ ଓ୍ଵର୍କ, ୟୁନିଗ୍ରାଫିକ୍ସ, ସିଆରଇଓ, ମୋଲ୍ଡ ଥିଓରୀ, ମୋଲ୍ଡ ଡିଜାଇନ, ଇଣ୍ଡଷ୍ଟ୍ରି ସେଫଟି, ଇଡିପି, ସିଏନସି ପ୍ରାକ୍ଟିସ।

୩- ମାଷ୍ଟର ସାର୍ଟିଫିକେଟ କୋର୍ସ ଇନ କ୍ୟାଡ/କ୍ୟାମ

ମାଷ୍ଟର ସାର୍ଟିଫିକେଟ କୋର୍ସ ଇନ କ୍ୟାଡ/କ୍ୟାମ ହେଉଛି ୬ ମାସିଆ କୋର୍ସ। ଏହାର ପାଠ୍ୟକ୍ରମ ୩ ଜୁଲାଇ ୨୦୧୯ରୁ ଆରମ୍ଭ ହୋଇ ୬ ମାସ ଯାଏଁ ଚାଲିବ।

ଶିକ୍ଷାଗତ ଯୋଗ୍ୟତା: ମେକାନିକାଲ ଡିଗ୍ରୀ, ପ୍ରଡକ୍ସନ, ଅଟୋମୋବାଇଲ ରହିଛି।।

କୋର୍ସ ଫି: ୩୬,୫୦୦(୨ଟି କିସ୍ତିରେ)

କୋର୍ସ ବିଷୟ: ଅଟୋକ୍ୟାଡ, ବେସିକ ମେସିନିଙ୍ଗ ପ୍ରୋସେସ, ସିଏନ୍ସି ପାର୍ଟ ପୋଗ୍ରାମିଙ୍ଗ ଓ ଅପରେସନ, କନଭେସନାଲ ପ୍ରାକ୍ଟିସ/ ସିଏନସି ମେସିନିଙ୍ଗ, ସିଏଟିଆଇଏ, ୟୁନିଗ୍ରାଫିକ୍ସ, କ୍ରିଓ, ଏନଏସଓ୍ଵାଇଏସ, ଓରାଲ କମ୍ୟୁନିକେସନ ଓ ପ୍ରସନାଲିଟି ଡେଭଲପମେଣ୍ଟ, ଲାଇଭ ପ୍ରୋଜେକ୍ଟ ଓ୍ଵୋର୍କ।

୪- ମାଷ୍ଟର ସାର୍ଟିଫିକେଟ କୋର୍ସ ଇନ ଅଟୋମେସନ ଆଣ୍ଡ ପ୍ରୋସେସ କଣ୍ଟ୍ରୋଲ(ଏମସିସିଏପିସି)

କୋର୍ସ ସମୟ ଅବଧି: ୦୫.୦୭.୨୦୧୯ରୁ ୬ ମାସ ପର୍ଯ୍ୟନ୍ତ

ଶିକ୍ଷାଗତ ଯୋଗ୍ୟତା: ଇଲେକ୍ଟ୍ରିକାଲ ଡିଗ୍ରୀ/ ଇଲୋକ୍ଟ୍ରୋନିକ୍ସ/ ଇନଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟର।

କୋର୍ସ ଫିସ୩୬,୫୦୦(୨ଟି କିସ୍ତିରେ)

କୋର୍ସ ବିଷୟଇଲେକ୍ଟ୍ରିକାଲ ହାଡଓ୍ଵେୟାର ଲଜିକ କଣ୍ଟ୍ରୋଲ, ଇଲେକ୍ଟ୍ରିକାଲ ମେସିନ, ସେନ୍ସର ଓ ଟ୍ରାନ୍ସଡ୍ୟୁସର, ପନ୍ୟୁମେଟିକ୍ସ ଓ ହାଇଡ୍ରାଉଲିକ୍ସ ସିଷ୍ଟମ, ପୋଗ୍ରାମବଲ ଲଜିକ କଣ୍ଟ୍ରୋଲର, ଟିଆଇ-ପୋରଟାଲ, ଏସସିଏଡିଏ ଓ ଏଚଏମଆଇ, ଡିଷ୍ଟ୍ରିବ୍ୟୁଟେଡ କଣ୍ଟ୍ରୋଲ ସିଷ୍ଟମ ପିସିଏସ-୭, ଲାବ ଭିୟୁ, ରୋବୋଟିକ୍ସ, ଅଟୋକାର୍ଡ ଇଲେକ୍ଟ୍ରିକାଲ, କମ୍ୟୁନିକେସନ ସ୍କିଲ, ଏମବେଡେଡ ସିଷ୍ଟମ/ ମେସିନ ମେଣ୍ଟେନାନ୍ସ।

୫- ଆଡଭାନ୍ସ ଏମ୍ବେଡେଡ ଟେକ୍ନଲୋଜି

କୋର୍ସ ସମୟ ଅବଧି: ୦୫.୦୭.୨୦୧୯ରୁ ୬ ମାସ ପର୍ଯ୍ୟନ୍ତ।

ଶିକ୍ଷାଗତ ଯୋଗ୍ୟତା: ଡିପ୍ଲୋମା/ ଇଲେକ୍ଟିକାଲ ଡିଗ୍ରୀ/ ଇଲେକ୍ଟ୍ରୋନିକ୍ସ/କମ୍ପ୍ୟୁଟର/ବାୟୋ-ମେଡିକାଲ/ଆଇଟି/ଇଷ୍ଟ୍ରୁମେଣ୍ଟେସନ ବି.ଏସସି/ ଏମଏସି ଆଟି/ ଇଲକ୍ଟ୍ରୋନିକ୍ସ/ ଫିଜିକ୍ସ।

କୋର୍ସ ଫିସ: ୩୪,୫୦୦(୨ଟି କିସ୍ତିରେ)।

କୋର୍ସ ବିଷୟ: ଇଣ୍ଟରଡ୍ୟୁସିଙ୍ଗ ଟୁ ଏମ୍ଵେଡେଡ ସିଷ୍ଟମ ଓ ଫଣ୍ଡାମେଣ୍ଡାଲ। ଭିଏଲଏସଆଇ, ସି ଆଣ୍ଡ ସି++, ପିଆଇସି ମାଇକ୍ରୋ କଣ୍ଟ୍ରୋଲର, ଇଣ୍ଟର ଫେସିଙ୍ଗ ଓ୍ଵିଥ କମ୍ୟୁନିକେସନ ପେରିଫେରାଲ, ଏଆରଏମ, ଆରଟିଓଏସ, ରୋବୋଟିକ୍ସ, ପିସିବି।

୬- ପୋଷ୍ଟ ଡିପ୍ଲୋମା ଗ୍ରାଜୁଏଟ ଇନ ଟୁଲ ଡିଜାଇନ ଆଣ୍ଡ କ୍ୟାଡ/କ୍ୟାମ

କୋର୍ସ ସମୟ ଅବଧି: ୦୯.୦୭.୨୦୧୯ରୁ ଏକ ବର୍ଷ ପର୍ଯ୍ୟନ୍ତ।

କୋର୍ସ ଫିସ: ୬୦,୮୦୦(୩ଟି କିସ୍ତିରେ)।

ଶିକ୍ଷାଗତ ଯୋଗ୍ୟତା: ମେକାନିକାଲ ଡିଗ୍ରୀ, ପ୍ରଡକ୍ସନ।

କୋର୍ସ ବିଷୟ: ମୋଲ୍ଡ ଡିଜାଇନିଙ୍ଗ ଓ୍ଵିଜିଙ୍ଗ ଗ୍ରିଓ, ପ୍ରେସ ଟୁଲ ଡିଜାଇନିଙ୍ଗ ୟୁଜିଙ୍ଗ ସିଏଟିଆଇଏ/ଅଟୋ ସିଏଡି, ମୋଲ୍‍ଡ ଓ ପ୍ରେସ ଟୁଲ ମାନୁଫାକ୍ଚରିଙ୍ଗ ୟୁଜିଙ୍ଗ ୟୁନିଗ୍ରାଫିକ୍ସ /ମାଷ୍ଟର ସିଏଏମ, କନଭେନସନାଲ ପ୍ରାକ୍ଟିସ/ ସିଏନସି ମେସିନିଙ୍ଗ, ମୋଲ୍‍ଡ ପ୍ରୋଜେକ୍ଟ,, ସଲିଡ ଓ୍ଵାର୍କ, ଏନଏସଓ୍ଵାଇଏସ, ଓରାଲ କମ୍ୟୁନିକେସନ ଓ ପରସନାଲିଟି ଡେଭଲପମେଣ୍ଟ।

୭- ଆଡଭାନ୍ସ ଡିପ୍ଲୋମା ଇନ ଷ୍ଟ୍ରକ୍ଚରାଲ ଡିଜାଇନ ଆଣ୍ଡ ଆନାଲିସିସ(ଏଡିଏସଡିଏ)

କୋର୍ସ ସମୟ ଅବଧି: ୧୭.୦୭.୨୦୧୯ରୁ ଏକ ବର୍ଷ ପର୍ଯ୍ୟନ୍ତ।

ଶିକ୍ଷାଗତ ଯୋଗ୍ୟତା: ଡିପ୍ଲୋମା/ ସିଭିଲି ଇଞ୍ଜିନିୟରିଙ୍ଗ ଡିଗ୍ରୀ।

କୋର୍ସ ଫିସ୩୪,୫୦୦(୨ଟି କିସ୍ତିରେ)।

କୋର୍ସ ବିଷୟଅଟୋସିଏଡି, ୩ଡି ମ୍ୟାକ୍ସ, ମାଇକ୍ରୋସଫ୍ଟ ଅଫିସ, ଷ୍ଟାଡ ପ୍ରୋ, ଆଡୋବ ଫଟୋସପ ସିଏସ୫, ରେଭିଟ ପ୍ରାକ୍ଟିକାଲ।

୮- ପୋଷ୍ଟ ଗ୍ରାଜୁଏସନ ଇନ ଏରୋସ୍ପେସ ମାନୁଫାକ୍ଚରିଙ୍ଗ

କୋର୍ସ ସମୟ ଅବଧି: ୧୭.୦୭.୨୦୧୯ରୁ ଏକ ବର୍ଷ ପର୍ଯ୍ୟନ୍ତ।

କୋର୍ସ ଫିସ: ୬୦,୮୦୦(୪ଟି କିସ୍ତିରେ),

ଶିକ୍ଷାଗତ ଯୋଗ୍ୟତା: ମେକାନିକାଲ ଡିଗ୍ରୀ।

କୋର୍ସ ବିଷୟ: ସଫ୍ଟଓ୍ଵେଆର-ଅଟକ୍ୟାଡ, ସିଏନସି ପୋଗ୍ରାମିଙ୍ଗ, ମାଷ୍ଟର ସିଏଏମ, ହାଇପର ମିଲ

ଥିଓରି: ଏସ୯୧୦୦ ଓ ଇମ୍ପିଲିମେଣ୍ଟେସନ, କନଫିଗୁରେସନ ମ୍ୟାନଜମେଣ୍ଟ

ସଫ୍ଟ ସ୍କିଲକମ୍ୟୁନିକେସନ ସ୍କିଲ, ପରସନାଲିଟି ଡେଭଲପମେଣ୍ଟ, ଜିଡି ଓ ଇଣ୍ଟରଭିୟୁ

ମେସିନ ଏକ୍ସପୋଜର: କନଭେନସନାଲ ମେସିନ, ସିଏନସି, ଇଡିଏମ ଓ ଓ୍ଵେୟାର କଟ, ଗ୍ରୀଣ୍ଡିଙ୍ଗ।

୯- ପୋଷ୍ଟ ଡିପ୍ଲୋମା ଇନ ମେକାଟ୍ରୋନିକ୍ସ

କୋର୍ସ ସମୟ ଅବଧି:୧୨.୦୭.୨୦୧୯ରୁ ଏକ ବର୍ଷ ପର୍ଯ୍ୟନ୍ତ।

ଶିକ୍ଷାଗତ ଯୋଗ୍ୟତା: ମେକାନିକାଲ ଡିଗ୍ରୀ ଡିପ୍ଲୋମା, ପ୍ରଡକ୍ସନ, ଟୁଲ ଡିଜାଇନିଙ୍ଗ/ମୋଲ୍ଡ ମେକିଙ୍ଗ / ଅଟମୋବାଇଲ। କୋର୍ସ ଫିସ ୫୪,୮୦(୩ଟି କିସ୍ତିରେ)

କୋର୍ସ ବିଷୟ: ପ୍ରଥମ ସେମିଷ୍ଟାର- ଥିଓରି, ଇଞ୍ଜିନିୟରିଙ୍ଗ ଇଲେକ୍ଟ୍ରିକାଲ  ସାଇନ୍ସ, ବେସିକ ଇଲେକ୍ଟ୍ରନିକ୍ସ, ଏମବେଡେଡ ସିଷ୍ଟମ, କମ୍ପ୍ୟୁଟର ଆପଲିକେସନ, ପିଏଲସି ପୋଗ୍ରାମିଙ୍ଗ, ହାଇଡ୍ରାଉଲିକ୍ସ ଓ ପେନ୍ୟୁମେଟିକ୍ସ।

ପ୍ରାକ୍ଟିକାଲ: ଇଲକ୍ଟ୍ରୋନିକ୍ସ ଲ୍ୟାବ, ଇଲେକ୍ଟ୍ରିକାଲ ମେସିନ ଲ୍ୟାବ, କମ୍ୟୁନିକେଟିଭ ଇଙ୍ଗଲିସ ଲ୍ୟାବ, ସି ଓ ସି++ ପୋଗ୍ରାମିଙ୍ଗ ଲ୍ୟାବ

ଦ୍ଵିତୀୟ ସେମିଷ୍ଟାର ଥିଓରି: ଇଣ୍ଡଷ୍ଟ୍ରିଆଲ ଇକ୍ଵିପମେଣ୍ଟ ମେଣ୍ଟେନାନ୍ସ, ମାନୁଫାକ୍ଚରିହ୍ଗ ପ୍ରୋସେସ ଓ ପ୍ରୋସେସ ପ୍ଲାନିଙ୍ଗ, ସିଏନସି ମେସିନିଙ୍ଗ, ଇଡିପି ଓ ପରସନାଲିଟି ଡେଭଲପମେଣ୍ଟ।

ପ୍ରାକ୍ଟିକାଲ: ସିଏନସି ଲାବ, ଆଇଓଟି, ରୋବୋଟିକ୍ସ ଲାବ

୧୦- ଆଡଭାନ୍ସ ଡିପ୍ଲୋମା ଇନ ”ସିଏନସିସି ପ୍ରୋଗରାମିଙ୍ଗ ଟେକନିକ୍ସ ଆଣ୍ଡ ପ୍ରାକ୍ଟିସ” (ଏଡିସିଏନସି)

କୋର୍ସ ସମୟ ଅବଧି: ୧୬.୦୭.୨୦୧୯ରୁ ୬ମାସ ପର୍ଯ୍ୟନ୍ତ।

କୋର୍ସ ଫିସ: ୩୪,୫୦୦(୨ଟି କିସ୍ତିରେ)।

ଶିକ୍ଷାଗତ ଯୋଗ୍ୟତାମେକାନିକାଲ ଡିପ୍ଲୋମା / ପ୍ରଡକ୍ସନ ଇଞ୍ଜିନିୟର / ଅଟମୋବାଇଲ/ମୋଲ୍ଡ ମେକିଙ୍ଗ। କୋର୍ସ ବିଷୟ-ସିଏନସି ଫଣ୍ଡାମେଣ୍ଟାଲ, ଅଟୋ ସିଏଡି, ସିଏନସି ମିଲିଙ୍ଗ ଓ ଟର୍ଣ୍ଣଙ୍ଗି, ମାଷ୍ଟର ସିଏଏମ, ୟୁନିଗ୍ରାଫିକ୍ସ।

୧୧- ପୋଷ୍ଟ ଡିପ୍ଲୋମା ଇନ ଷ୍ଟ୍ରକ୍ଚରାଲ ଆନାଲିସିସ ଆଣ୍ଡ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ

କୋର୍ସ ସମୟ ଅବଧି: ୧୦.୦୭.୨୦୧୯ରୁ ଏକ ବର୍ଷ ପର୍ଯ୍ୟନ୍ତ।

ଶିକ୍ଷାଗତ ଯୋଗ୍ୟତା: ଡିପ୍ଲୋମା/ଡିଗ୍ରୀ ସିଭିଲ ଇଞ୍ଜିନିୟରିଙ୍ଗ।

କୋର୍ସ ଫିସ: ୫୪,୮୦୦(୩ଟି କିସ୍ତିରେ)। କୋର୍ସ ବିଷୟ-ସଫ୍ଟଓୟାର-ଅଟୋସିଏଡି, ଷ୍ଟାଡ ପ୍ରୋ, ୩ଡି ମ୍ୟାକ୍ସ, ଆରଇଭିଆଇଟି ଆର୍କିଟେକ୍ଚର, ଫୋଟସପ, ଏମଏସ ଅଫିସ।

ଥିଓରି: ଷ୍ଟ୍ରକ୍ଚର ଥିଓରି, ଏଷ୍ଟିମେଟିଂ, ସିଭିଲ ଇଞ୍ଜିନିୟର ସବଜେକ୍ଟ ରିଭିୟୁ।

ପ୍ରକ୍ଟିକାଲ-ସର୍ଭେ, ଡିଜିପିଏସ, ଷ୍ଟେସନ, ଜିପିଏସ, ଅଟୋ ଲେବଲ।

ସଫ୍ଟସ୍କିଲକମ୍ୟୁନିକେସନ ସ୍କିଲ, ପରସନାଲିଟି ଡେଭଲପମେଣ୍ଟ, ଜିଡି, ଇଣ୍ଟରଭ୍ୟୁ ଟେକନିକ୍ସ, ରିଜ୍ୟୁମ ପ୍ରିପାରେସନ।

୧୨- ଆଡଭାନ୍ସଡ ଡିପ୍ଲୋମା ଇନ ମେସିନ ମେଣ୍ଟେନାନ୍ସ ଆଣ୍ଡ ଅଟୋମେସନ(ଏଡିଏମଏମଏ)

କୋର୍ସ ସମୟ ଅବଧି: ୨୩.୦୭.୨୦୧୯ରୁ ୬ମାସ ପର୍ଯ୍ୟନ୍ତ।

ଶିକ୍ଷାଗତ ଯୋଗ୍ୟତା: ଇଲେକ୍ଟିକାଲ ଡିପ୍ଲୋମା/ ଇନଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟରିଙ୍ଗ।

କୋର୍ସ ଫିସ୩୪,୫୦୦(୨ଟି କିସ୍ତିରେ)।

କୋର୍ସ ବିଷୟଅପରେସନ/ମେଣ୍ଟେନାନ୍ସ, କନଭେନସନାଲ ଲେଥ, ମିଲିଙ୍ଗ, ଗ୍ରିଣ୍ଡିଙ୍ଗ, ସିଏନସି ମିଲିଙ୍ଗ, ଓ ସିଏନସି ଲେଥ। ବେସିକ ଇଲେକ୍ଟ୍ରିକାଲ କଣ୍ଟ୍ରୋଲ ଓ ଇଲେକ୍ଟ୍ରିକ ଡ୍ରାଇଭ।

କେମିତି କରିବେ ଆବେଦନ:

ଏକ ଦରଖାସ୍ତ ସହ ବାୟୋଡାଟା ଫର୍ମ, ମାର୍କସିଟ, ସାର୍ଟିଫିକେଟର ଜେରକ୍ସ, ଦୁଇଟି ପାସପୋର୍ଟ ସାଇଜ ଫଟୋ। ଏହାସହ ଫିସ ଅନଲାଇନ ଜରିଆରେ state bank of india ରେ ଭରିବେ ସେ ଲିଙ୍କ ସିଟିଟିସି ଓ୍ଵେବସାଇଟ www.cttc.gov.in ରେ ରହିଛି ବା ୧୦୦୦ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ(ଡିଡି) କରିବାକୁ ହେବ ଇନ ଫେବର ଅଫ central tool room & training center, ପେବଲ ଆଟ Bhubneswar

ଏହି ଫର୍ମର ଆବେଦନ କରିବା ପାଇଁ ଏସି/ଏସଟିଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟ ମୁକ୍ତ।

Comment