ଓଡ଼ିଶାଲାଇଭ ବ୍ୟୁରୋ

କଟକ-ଜଗତସିଂହପୁର ରାସ୍ତା ହାଜିପୁର ନିକଟରେ ଅଭିରାମ ନାମକ ଏକ ଘରୋଇ ବସ ଓଲଟି ପଡ଼ିଛି। ଏଥିରେ ଥିବା ପ୍ରାୟ ୪୦ ଯାତ୍ରୀରୁ ୨୦ଜଣ ଆହତ ହୋଇଛନ୍ତି ଓ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ବସ ଦୁର୍ଘଟଣା ହେବାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବିରିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comment