ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାଙ୍କରେ ଯିଦି ଆପଣଙ୍କ ଜରୁରୀ କାମ ରହିଛି, ତେବେ ଜଲ୍‌ଦି ସାରି ନିଅନ୍ତୁ କାମ। କାହିଁକି ନାଁ ଚଳିତ ଅଗଷ୍ଟ ମାସରେ ୮ ଦିନ ବନ୍ଦ ବ୍ୟାଙ୍କ ବନ୍ଦ ରହିବ। ଏହି ମାସରେ ବିଭିନ୍ନ ପର୍ବ ପର୍ବାଣୀ ତଥା ଜାତୀୟ ଦିବସ ପାଳନ ହେଉଥିବାରୁ ୮ ଦିନ ବନ୍ଦ ବ୍ୟାଙ୍କ ବନ୍ଦ ରହିବ। ତେଣୁ ବ୍ୟାଙ୍କରେ ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ଜଲ୍‌ଦି ସାରନ୍ତୁ।

ତେବେ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ,

  • ଅଗଷ୍ଟ ୪- ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।
  • ଅଗଷ୍ଟ ୧୦ – ମାସର ଦ୍ୱିତୀୟ ଶନିବାର
  • ଅଗଷ୍ଟ ୧୧ – ରବିବାର
  • ଅଗଷ୍ଟ ୧୨ – ଇଦୁ ଜ୍ଜୁହା
  • ଅଗଷ୍ଟ ୧୫ – ସ୍ୱାଧୀନତା ଦିବସ ଏବଂ ରକ୍ଷା ବନ୍ଧନ
  • ଅଗଷ୍ଟ ୧୮ – ରବିବାର
  • ଅଗଷ୍ଟ ୨୪ – ଚତୁର୍ଥ ଶନିବାର
  • ଅଗଷ୍ଟ ୨୫ – ରବିବାର

Comment