ଓଡ଼ିଶାଲାଇଭ ବ୍ୟୁରୋ

ସେଣ୍ଟାରାଲ ଟୁଲ୍‌ ରୁମ୍‌ ଆଣ୍ଡ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର(ସିଟିଟିସି)ରେ ଆଡମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

୧-ପୋଷ୍ଟ ଡିପ୍ଲୋମା ଇନ୍ କ୍ୟାଡ/କ୍ୟାମ(ପିଡିସିସି)

ପୋଷ୍ଟ ଡିପ୍ଲୋମା ଇନ୍ କ୍ୟାଡ/କ୍ୟାମ ପାଇଁ ଇଚ୍ଛୁକ ବିଦ୍ୟାର୍ଥୀମାନେ ସିସିଟିସିରେ ଆବେଦନ କରିପାରିବେ। ଏହି କୋର୍ସର ଅବଧି ଏକ ବର୍ଷ ପାଇଁ ରହିଛି ଯାହା ଆସନ୍ତା ମାସ ୩ତାରିଖରୁ ଆରମ୍ଭ ହେବ।

ଶିକ୍ଷାଗତ ଯୋଗ୍ୟତା – ଆବେଦନକାରୀ ଡିପ୍ଲୋମା ମେକାନିକାଲ ଡିଗ୍ରୀ, ପ୍ରଡ଼କସନ୍ ଟୁଲ୍ ଓ ଡାଏ ମେକିଙ୍ଗ କିମ୍ବା ଅଟୋମୋବାଇଲ୍ ହେବା ଆବଶ୍ୟକ

କୋର୍ସ ଫି- ୫୪,୮୦୦ ଟଙ୍କା ( ତିନୋଟି କିସ୍ତିରେ ଭରିବେ)

କୋର୍ସର ବିଷୟ – ଅଟୋ କାର୍ଡ, ମାଷ୍ଟର ସିଏଏମ୍, ସଲିଡ୍ ୱାର୍କ୍ସ, ୟୁନିଗ୍ରାଫିକ୍ସ, ସିଆରଇଓ ,

୨- ଆଡଭାନ୍ସ ସାଟିଫିକେର୍ଟ କୋର୍ସ ଇନ୍ ସିଏନସି ମେସିନିଙ୍ଗ (ଏସିସିସିଏମ୍)

ଏହି କୋର୍ସରେ ନାମ ଲେଖାଇବାକୁ ଥିବା ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏଠାରେ ଆବେଦନ କରିପାରିବେ।

କୋର୍ସର ଅବଧି – ଏକ ବର୍ଷ (ସେପ୍ଟେମ୍ବର ୪ ତାରିଖ ୨୦୧୯ରୁ ଆରମ୍ଭ)

ଶିକ୍ଷାଗତ ଯୋଗ୍ୟତା – ଆଇଟିଆଇରେ ଟ୍ରେଡ୍ ଅଫ୍ ମେସନ୍, ଟ୍ରନର୍, ଫିଟର, ଟୁଲ୍ ଓ ଡାଏ ମେକର, ଡ୍ରାଫ୍ଟମ୍ୟାନ୍, ମେକାନିକାଲ

କୋର୍ସ ଫି – ୩୪,୮୦୦ ଟଙ୍କା (ଦୁଇଟି କିସ୍ତିରେ ଭରିବେ)

କୋର୍ସ ବିଷୟ – ସିଏନସି ଉପରେ ୨୦ ପ୍ରତିଶତ ଥିଓରି ଓ ୮୦ ପ୍ରତିଶତ ପ୍ରାକ୍ଟିକାଲ ଫଣ୍ଡାମେଣ୍ଟାଲ, ସିଏନସି ମିଲିଙ୍ଗ ଅପରେସନ୍ ଓ ପୋଗ୍ରାମିଂ, ସିଏନସି ଟର୍ନିଙ୍ଗ୍, ଅପରେସନ୍ ଓ ପୋଗ୍ରାମିଂ, ଇଡିଏମ୍ ଓ ଡବ୍ଲୁଇଡିଏମ୍

୩ – ମାଷ୍ଟର ସାର୍ଟିଫିକେଟ କୋର୍ସ ଇନ ଅଟୋମେସନ ଆଣ୍ଡ ପ୍ରୋସେସ କଣ୍ଟ୍ରୋଲ(ଏମସିସିଏପିସି)

କୋର୍ସ ଅବଧି – ୬ ମାସ ପର୍ଯ୍ୟନ୍ତ ( ସେପ୍ଟେମ୍ବର 6ତାରିଖ ୨୦୧୯ରୁ ଆରମ୍ଭ )

କୋର୍ସ ଫିସ – ୩୬,୫୦୦(୨ଟି କିସ୍ତିରେ)

ଶିକ୍ଷାଗତ ଯୋଗ୍ୟତା – ଇଲେକ୍ଟ୍ରିକାଲ ଡିଗ୍ରୀ/ ଇଲୋକ୍ଟ୍ରୋନିକ୍ସ/ ଇନଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟର।

କୋର୍ସ ବିଷୟ –

  • ମୋଡ୍ୟୁଲ ୧- ଡ୍ରାଇଭ୍ କଣ୍ଟ୍ରୋଲ ଓ ଆପ୍ଲିକେସନ
  • ମୋଡ୍ୟୁଲ ୨- ପିଏଲସି
  • ମୋଡ୍ୟୁଲ ୩- ଏସସିଏଡିଏ
  • ମୋଡ୍ୟୁଲ ୪- ଭିଏଲଏସଆଇ ଓ ଏମ୍ବେଡେଡ୍ ସିଷ୍ଟମ
  • ମୋଡ୍ୟୁଲ ୫- ହାଇଡ୍ରାଉଲିସ୍ ଓ ପେନୁମେଟିକ୍ସ
  • ମୋଡ୍ୟୁଲ ୬- ପ୍ରୋସେସ କଣ୍ଟ୍ରୋଲ ସିଷ୍ଟମ

୪- ଆଡଭାନ୍ସ ଏମ୍ବେଡେଡ ଟେକ୍ନଲୋଜି

କୋର୍ସ ଅବଧି ୬ ମାସ ( ସେପ୍ଟେମ୍ବର ୬ ତାରିଖ ୨୦୧୯ରୁ ଆରମ୍ଭ )

ଶିକ୍ଷାଗତ ଯୋଗ୍ୟତାଡିପ୍ଲୋମା/ ଇଲେକ୍ଟିକାଲ ଡିଗ୍ରୀ/ ଇଲେକ୍ଟ୍ରୋନିକ୍ସ/କମ୍ପ୍ୟୁଟର/ବାୟୋ-ମେଡିକାଲ/ଆଇଟି/ଇଷ୍ଟ୍ରୁମେଣ୍ଟେସନ ବି.ଏସସି/ ଏମଏସି ଆଟି/ ଇଲକ୍ଟ୍ରୋନିକ୍ସ/ ଫିଜିକ୍ସ।

କୋର୍ସ ଫି୩୪,୫୦୦(୨ଟି କିସ୍ତିରେ)।

କୋର୍ସ ବିଷୟ ଇଣ୍ଟରଡ୍ୟୁସିଙ୍ଗ ଟୁ ଏମ୍ଵେଡେଡ ସିଷ୍ଟମ ଓ ଫଣ୍ଡାମେଣ୍ଡାଲ। ଭିଏଲଏସଆଇ, ସି ଆଣ୍ଡ ସି++, ପିଆଇସି ମାଇକ୍ରୋ କଣ୍ଟ୍ରୋଲର, ଇଣ୍ଟର ଫେସିଙ୍ଗ ଓ୍ଵିଥ କମ୍ୟୁନିକେସନ ପେରିଫେରାଲ, ଏଆରଏମ, ଆରଟିଓଏସ, ରୋବୋଟିକ୍ସ, ପିସିବି,ପାଇଥନ୍ ଅନ୍ ରାସ୍ପବେରି।

୫- ଆଡଭାନ୍ସଡ ଡିପ୍ଲୋମା ଇନ ମେସିନ ମେଣ୍ଟେନାନ୍ସ ଆଣ୍ଡ ଅଟୋମେସନ(ଏଡିଏମଏମଏ)

କୋର୍ସ ଅବଧି ୬ମାସ ( ସେପ୍ଟେମ୍ବର ୧୦ ତାରିଖ ୨୦୧୯ରୁ ଆରମ୍ଭ )

ଶିକ୍ଷାଗତ ଯୋଗ୍ୟତା – ଇଲେକ୍ଟିକାଲ ଡିପ୍ଲୋମା/ ଇନଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟରିଙ୍ଗ।

କୋର୍ସ ଫି୩୪,୫୦୦(୨ଟି କିସ୍ତିରେ)।

କୋର୍ସ ବିଷୟ ଅପରେସନ/ମେଣ୍ଟେନାନ୍ସ, କନଭେନସନାଲ ଲେଥ, ମିଲିଙ୍ଗ, ଗ୍ରିଣ୍ଡିଙ୍ଗ, ସିଏନସି ମିଲିଙ୍ଗ, ଓ ସିଏନସି ଲେଥ। ବେସିକ ଇଲେକ୍ଟ୍ରିକାଲ କଣ୍ଟ୍ରୋଲ ଓ ଇଲେକ୍ଟ୍ରିକ ଡ୍ରାଇଭ।

୬ – ପୋଷ୍ଟ ଡିପ୍ଲୋମା ଇନ ଟୁଲ ଆଣ୍ଡ ଡାଇ ମାନୁଫାକ୍ଚରିଙ୍ଗ

କୋର୍ସ ଅବଧି- ଏକ ବର୍ଷ (ସେପ୍ଟେମ୍ବର ୩ ତାରିଖ ୨୦୧୯ରୁ ଆରମ୍ଭ)

କୋର୍ସ ଫି – ୫୪,୮୦୦ ଟଙ୍କା (ତିନୋଟି କିସ୍ତିରେ ଭରିବେ)

ଶିକ୍ଷାଗତ ଯୋଗ୍ୟତା – ଡିପ୍ଲୋମା, ମେକାନିକାଲ ଡିଗ୍ରୀ, ପ୍ରଡକ୍ସନ ଓ ଅଟୋମୋବାଇଲ ହେବା ଆବଶ୍ୟକ।

କୋର୍ସର ବିଷୟ  ମୋଲ୍ଡ ଡିଜାଇନ ୟୁଜିଙ୍ଗ ସଲିଡ ଓ୍ଵାର୍କ, ପ୍ରେସ ଟୁଲ ଡିଜାଇନ ଓ୍ଵିଜିଙ୍ଗ ଅଟୋ ସିଏଡି, ମୋଲ୍ଡ ଓ ପ୍ରେସ ଟୁଲ ମାନୁଫାକ୍ଚରିଙ୍ଗ, ମାଷ୍ଟର ସିଏଏମ, ଡେଲ କ୍ୟାମ, ପ୍ରାଟିସ୍ ଅନ୍ କନଭେନନ୍ସାଲ, ସିଏନସି ମେସିନିଙ୍ଗ୍, ପ୍ରୋଜେକ୍ଟ ଅନ ମୋଲ୍ଡ , ପ୍ରେସ୍ ଟୁଲ୍, ଜିଗ୍ସ ଓ ଫିକ୍ସର

୭- ଆଡଭାନ୍ସ ଡିପ୍ଲୋମା ଇନ ଷ୍ଟ୍ରକ୍ଚରାଲ ଡିଜାଇନ ଆଣ୍ଡ ଆନାଲିସିସ(ଏଡିଏସଡିଏ)

କୋର୍ସ ଅବଧି ଛଅ ମାସ (ସେପ୍ଟେମ୍ବର ୧୭ ତାରିଖ ୨୦୧୯ରୁ ଆରମ୍ଭ )

ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା/ ସିଭିଲି ଇଞ୍ଜିନିୟରିଙ୍ଗ ଡିଗ୍ରୀ।

କୋର୍ସ ଫି ୩୪,୫୦୦(୨ଟି କିସ୍ତିରେ)।

କୋର୍ସ ବିଷୟ ଅଟୋସିଏଡି, ୩ଡି ମ୍ୟାକ୍ସ, ମାଇକ୍ରୋସଫ୍ଟ ଅଫିସ, ଷ୍ଟାଡ ପ୍ରୋ, ଆଡୋବ ଫଟୋସପ ସିଏସ୫, ରେଭିଟ ପ୍ରାକ୍ଟିକାଲ।

୮- ସାର୍ଟିଫିକେଟ୍ କୋର୍ସ ଇନ୍ ଇଲେକ୍ଟ୍ରିକାଲ ଇକ୍ୟୁମେଣ୍ଟ ରିପେଆର ଓ ମେଣ୍ଟେନାସ

କୋର୍ସ ଅବଧି – ଛଅ ମାସ ( ସେପ୍ଟେମ୍ବର ୧୮ ତାରିଖ ୨୦୧୯ରୁ ଆରମ୍ଭ )

କୋର୍ସ ଫି – ୩୪,୫୦୦ ଟଙ୍କା ( ଦୁଇଟି କିସ୍ତିରେ)

ଶିକ୍ଷାଗତ ଯୋଗ୍ୟତା –  ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଡିପ୍ଲୋମା ଓ ଡିଗ୍ରୀ

କୋର୍ସ ବିଷୟ –

  • ମୋଡ୍ୟୁଲ ୧-ବେସିକ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ
  • ମୋଡ୍ୟୁଲ ୨ – ଡୋମେଷ୍ଟିକ୍ ଓ ଇଣ୍ଡଷ୍ଟିଆଲ୍ ଓୟାରିଙ୍ଗ
  • ମୋଡ୍ୟୁଲ ୩ – ଷ୍ଟଡି ଓ ରିପାରିଙ୍ଗ ଅଫ ହୋମ୍ ଆପ୍ଲେଆନେସସ୍
  • ମୋଡ୍ୟୁଲ ୪ – ଷ୍ଟଡି ଓ ରିପାରିଙ୍ଗ ଅଫ୍ ୱାସିଙ୍ଗ ମେସିନ୍

ଏହି କୋର୍ସରେ ୮୦ ପ୍ରତିଶତ ପ୍ରାକ୍ଟିକାଲ ଓ ୨୦ ପ୍ରତିଶତ ଥିଓରି ରହିବ ।

୯- ସାର୍ଟିଫିକେଟ କୋର୍ସ ଇନ୍ ମେସିନିଙ୍ଗ

କୋର୍ସ ଅବଧି – ଛଅ ମାସ ( ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ )

କୋର୍ସ ଫି – ୨୨,୫୦୦ ( ଦୁଇଟି କିସ୍ତିରେ)

ଶିକ୍ଷାଗତ ଯୋଗ୍ୟତା – ଟ୍ରେଡ୍ ଅଫ୍ ଫିଟରରେ ଆଇଟିଆଇ ପାସ୍ ହେବା ଦରକାର

କୋର୍ସ ବିଷୟ – ୨୦ ପ୍ରତିଶତ ଥିଓରି ଓ ୮୦ ପ୍ରତିଶତ ପ୍ରସିସିନ୍ କନଭେନସାଲ ମେସିନ୍ ଟୁଲ୍ ଓ ଏକ୍ସପୋଜର ଟୁ ସିଏଡି ଓ ସିଏନସି ମିଲିଙ୍ଗ୍ , ସିଏନସି ଟର୍ନିଙ୍ଗ

୧୦ –  ଆଡଭାନ୍ସ ଡିପ୍ଲୋମା ଇନ ”ସିଏନସିସି ପ୍ରୋଗରାମିଙ୍ଗ ଟେକନିକ୍ସ ଆଣ୍ଡ ପ୍ରାକ୍ଟିସ” (ଏଡିସିଏନସି)

କୋର୍ସ ଅବଧି ୬ମାସ (ସେପ୍ଟେମ୍ବର ୨୦ତାରିଖ ୨୦୧୯ରୁ ଆରମ୍ଭ)

କୋର୍ସ ଫିସ୩୪,୫୦୦(୨ଟି କିସ୍ତିରେ)।

ଶିକ୍ଷାଗତ ଯୋଗ୍ୟତାମେକାନିକାଲ ଡିପ୍ଲୋମା/ପ୍ରଡକ୍ସନ ଇଞ୍ଜିନିୟର/ଅଟମୋବାଇଲ/ମୋଲ୍ଡ ମେକିଙ୍ଗ। କୋର୍ସ ବିଷୟ-ସିଏନସି ଫଣ୍ଡାମେଣ୍ଟାଲ, ଅଟୋ ସିଏଡି, ସିଏନସି ମିଲିଙ୍ଗ ଓ ଟର୍ଣ୍ଣଙ୍ଗି, ମାଷ୍ଟର ସିଏଏମ, ୟୁନିଗ୍ରାଫିକ୍ସ।

କେମିତି କରିବେ ଆବେଦନ

ଏକ ଦରଖାସ୍ତ ସହ ବାୟୋଡାଟା ଫର୍ମ, ମାର୍କସିଟ, ସାର୍ଟିଫିକେଟର ଜେରକ୍ସ, ଦୁଇଟି ପାସପୋର୍ଟ ସାଇଜ ଫଟୋ। ଏହାସହ ଫିସ ଅନଲାଇନ ଜରିଆରେ state bank of india ରେ ଭରିବେ। ଲିଙ୍କ ସିଟିଟିସି ଓ୍ଵେବସାଇଟ www.cttc.gov.in ରେ ରହିଛି ବା ୧୦୦୦ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ(ଡିଡି) କରିବାକୁ ହେବ ଇନ ଫେବର ଅଫ central tool room & training center, ପେବଲ ଆଟ Bhubneswar

ଏହି ଫର୍ମର ଆବେଦନ କରିବା ପାଇଁ ଏସି ଓ ଏସଟିଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟମୁକ୍ତ।

ଆଡମିଶନ ପାଇଁ ଆପଣମାନେ 7788836660 ଓ 7788836661ରେ ଯୋଗଯୋଗ କରିପାରିବେ।

Comment