ଓଡ଼ିଶାଲାଇଭ ବ୍ୟୁରୋ

ଦରମା ନେବେନି ରାଜ୍ୟ ସରକାରଙ୍କ ପରାମର୍ଶଦାତା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାରଙ୍କ ସମସ୍ତ ପରାମର୍ଶଦାତା। କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ବିଭିନ୍ନ ବିଭାଗରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ସମସ୍ତ ପରାମର୍ଶଦାତା ଦରମା ନେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ବିନା ଦରମାରେ ସେମାନେ ଲୋକଙ୍କ ସେବା କରିବେ ବୋଲି ସରକାରଙ୍କୁ ଜଣାଇଛନ୍ତି।

Comment