ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ନୂଆ ଡ୍ରେସ କୋଡ୍‌ରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ। ରାଜ୍ୟ ଅଗ୍ନିଶମ କର୍ମଚାରୀଙ୍କ ଲାଗି ନୂଆ ଡ୍ରେସ କୋଡ୍‌ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିଆଁ ଲିଭାଇବା ବେଳେ ବର୍ତ୍ତମାନର ଡ୍ରେସ କୋଡ ପିନ୍ଧିବେ। ହେଲେ ନିଆଁ ଲିଭା ବ୍ୟତୀତ ଅନ୍ୟ ଡ୍ୟୁଟି ବେଳେ ନୂଆ ଡ୍ରେସ କୋଡ୍‌ ପିନ୍ଧିବେ। ଅନ୍ୟ ଡ୍ୟୁଟି ବେଳେ ନାଲି ଟ୍ରାକ ପ୍ୟାଣ୍ଟ ଓ ହଳଦିଆ ଟି ସାର୍ଟ ପିନ୍ଧିବେ।

Comment