ଓଡ଼ିଶାଲାଇଭ ବ୍ୟୁରୋ

ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତା ମୂଳକ କଲେ ରାଜ୍ୟ ସରକାର। ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ କରାଯିବ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟୁଇଟର ଯୋଗେ ସୂଚନା ଦେଇଛନ୍ତି।


ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ ପାଇଁ ମାସେ କୋହଳ କରିଥିଲା ବିଭାଗ। ପରେ ରାଜ୍ୟ ସରକାର ଏହାକୁ ୩ ପାଇଁ କୋହଳ କରିଥିଲେ। ହେଲେ ବର୍ତ୍ତମାନ ପରିବହନ ବିଭାଗ ନିଜ ଟୁଇଟରରେ ଅକ୍ଟୋବର ୧ରୁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଛନ୍ତି।

Comment