ଓଡ଼ିଶାଲାଇଭ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଫସିଲେ ବୌଦ୍ଧ ଜିଲ୍ଲା କେନ୍ଦୁପତ୍ର ବିଭାଗର ଫରେଷ୍ଟର। ଫରେଷ୍ଟର ଜଣକ ହେଉଛନ୍ତି ଜଗବନ୍ଧୁ ପାତ୍ର। ତାଙ୍କ ରଇଥାଣି ନିକଟସ୍ଥ ଘରେ ଭିଜିଲାନ୍ସ ରେଡ୍‌ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୪ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ। ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି।

Comment