ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଆଜି ପୂଜା ମଣ୍ଡପରେ ମା’ଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ମହାସପ୍ତମୀରେ ମା’ଙ୍କୁ ଦର୍ଶନ କରିବାକୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଥିଲା।

କଟକର ବିଭିନ୍ନ ପୂଜା ମଣ୍ଡପର ମା’ଙ୍କର କିଛି ଫଟୋ ଆମେ ଏଠାରେ ଉପସ୍ଥାପିତ କରୁଛୁ।

ଖାନଗର ପୂଜା କମିଟି
ଚାଉଳିଆଗଞ୍ଜ ଦୁର୍ଗାପୂଜା କମିଟି
ଚାନ୍ଦିନୀଚୌକ ପୂଜା କମିଟି।
ଅଲିଶା ବଜାର ପୂଜା କମିଟି।
ଓଡ଼ିଆ ବଜାର ପୂଜା କମିଟି।
ଗଙ୍ଗାମନ୍ଦିର ପୂଜା କମିଟି।
ତୁଳସୀପୁର ବଙ୍ଗାଳୀ କଲୋନୀ ସାର୍ବଜନୀନ ଦୁର୍ଗାପୂଜା କମିଟି।

LEAVE A REPLY

Please enter your comment!
Please enter your name here