ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା: ମହମ୍ମଦଙ୍କ ଜନ୍ମଜୟନ୍ତୀ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ତାଜିଆ ଶୋଭାଯାତ୍ରା କରି ଜଟଣୀ ସହର ପରିକ୍ରମା କରିଛନ୍ତି।

ମୁସଲମାନ ସମ୍ପ୍ରଦାୟର ଲୋକେମାନେ ସଜ୍ଜିତ ହୋଇଥିବା ୩୦ଟି ତାଜିଆ ଧରି ରାଜାବଜାରଠାରୁ ଆରମ୍ଭ କରି ମହୁଲାଗୁଡ଼ିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।

ଏହି ଶୋଭାଯାତ୍ରାରେ ଶହଶହ ମୁସଲମାନ ଭାଇଙ୍କ ସହିତ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସାମିଲ ହୋଇଥିଲେ।

Comment