ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ତିନି ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସେମାନେ ହେଲେ ପ୍ରବଣ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ ଓ ସଞ୍ଜୟ ଦାସ ବର୍ମା।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସାଧାରଣ ସଂପାଦକ ସଂଗଠନ ଦାୟିତ୍ୱ ମିଳିଛି।

ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପୁଣିଥିରେ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ଦାୟତ୍ୱ ମିଳିଥିବା ବେଳେ ସଂଜୟ ଦାସବର୍ମାଙ୍କୁ ଦଳର ସାଧାରଣ ସଂପାଦକ ମୁଖ୍ୟାଳୟର ଦାୟିତ୍ୱ ଦିଆଯାଇଛି।

Comment