ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଜୟଦେବ ବିହାର ଓ ଚନ୍ଦ୍ରଶେଖର ପୁରରେ ଜମି କିଣିବାକୁ ଚାହୁଁଛନ୍ତି କି? ତେବେ ବିଡିଏ ଓ୍ୱେବ୍‌ସାଇଟ୍‌ www.bda.gov.in କୁ ଯାଇ ଆବେଦନ କରନ୍ତୁ। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଭୁବନେଶ୍ଵରରେ ୨୫ଟି ପ୍ଲଟ ବିକ୍ରି କରାଯାଉଛି।

ଏହି ପ୍ଲଟ୍‌ କିଣିବା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଆବେଦନ ପ୍ରକ୍ରିୟା ଶୁକ୍ରବାର (୨୯ ନଭେମ୍ବର, ୨୦୧୯) ଦିନ ୧୧ଟାରୁ ଆରମ୍ଭ ହୋଇ ୧୩ ଡିସେମ୍ବର, ୨୦୧୯ରେ ଶେଷ ହେବ।

ଏହାକୁ ଅନ୍‌ଲାଇନ୍‌ ନିଲାମ (ଇ-ନିଲାମ) ମାଧ୍ୟମରେ ବିକ୍ରି କରାଯିବ। ୨୦୨୦, ଜାନୁଆରି ୨୨ରେ ଏହି ପ୍ଲଟ୍‌ଗୁଡ଼ିକର ନିଲାମ କରାଯିବ। ନିଲାମୀର ସମୟ ଦିନ ୧୧ଟାରୁ ଆରମ୍ଭ ହେବ।

କେମିତି କରିବେ ଆବେଦନ?

ଏହି ଇ-ନିଲାମୀରେ ଭାଗ ନେବା ପାଇଁ ଆଜିଠୁ ବିଡିଏ ଓ୍ୱେବ୍‌ସାଇଟ୍‌ www.bda.gov.in କୁ ଯାଇ ଆବେଦନ କରନ୍ତୁ।

ନିଲାମୀ ସମ୍ପର୍କରେ ଜାଣିବା ପାଇଁ bdaauction@gmail.com /  bdabbsr1983@gmail.com କୁ ଇମେଲ କରି ସାହାଯ୍ୟ ନେଇପାରିବେ।

ଯୋଗାଯୋଗ କରିବା ପାଇଁ: ମନୋରଞ୍ଜନ ସେଟ୍ଟୀ (ସେକ୍ସନ ଅଫିସର) -୯୪୩୭୫୧୯୫୮୨ କୁ ଦିନ ୧୦ଟାରୁ ଅପରାହ୍‌ଣ ୫.୩୦ ମଧ୍ୟରେ କଲ୍‌ କରିପାରିବେ।

ସତମନ୍ୟୁ ରାଉତରାୟ -୯୪୩୭୧୪୦୫୯୧

ନିଲାମୀ ସମ୍ପର୍କିତ ତାଲିମ ପାଇଁ ଲୋକେସ୍‌ – ୦୯୬୮୬୧୧୫୩୦୪

ବିନୟ – ୦୯୪୪୮୨୨୪୩୪୨

ଜାଣନ୍ତୁ କେଉଁଠି ଦିଆଯିବ ଜମି?

  • ପ୍ଲଟ ନମ୍ଵର – ଏନ୍‌-୪/୧୬୧ – ୨,୫୦୩ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଜୟଦେବ ବିହାର
  • ପ୍ଲଟ ନମ୍ଵର – ଏନ୍‌-୫/୧୬୨ – ୧,୭୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଜୟଦେବ ବିହାର
  • ପ୍ଲଟ ନମ୍ଵର – ୨୨୪ – ୪,୯୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୮୪ – ୨,୬୭୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୦୯ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୬ – ୪,୫୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୨ – ୪,୫୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୭୩ – ୩,୭୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୮୭ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୯୦ – ୨,୬୫୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୦୩ – ୨,୬୫୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୪୪ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୨୯ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୩୦ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୩୧ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୩୨ – ୨,୭୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୪ – ୩,୩୭୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୬ – ୩,୩୭୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୭ – ୩,୩୭୫ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୫୮ – ୩,୭୫୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୬୦ – ୨,୨୪୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୬୯ – ୩,୭୨୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୮ – ୩,୨୪୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୨୧୭ – ୫,୪୦୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର
  • ପ୍ଲଟ ନମ୍ଵର – ୧୮ – ୨,୯୪୦ ସ୍କୋୟାର ଫୁଟର ପ୍ଲଟ୍‌, ସ୍ଥାନ – ଚନ୍ଦ୍ରଶେଖରପୁର

LEAVE A REPLY

Please enter your comment!
Please enter your name here