ଓଡ଼ିଶାଲାଇଭ୍‌ ବ୍ୟୁରୋ  

ସିଆଇଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଚାକିରି ସୁଯୋଗ। ଡିସେମ୍ଵର ୯ ଯାଏଁ କରିପାରିବେ ଆବେଦନ।

ସିଆଇଏସ୍‌ଏଫ୍‌ରେ ୧ ହଜାର ୩୧୪ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୯ ଯାଏଁ ଆବେଦନ କରିପାରିବେ। ଆବେଦନ ବିଷୟରେ ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ https://www.cisf.gov.in/ କୁ ଯାଇ ପାରିବେ।

ବୟସ ସୀମା

ସର୍ବାଧିକ ୩୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

 ଚୟନ ପ୍ରକ୍ରିୟା

  • ଅଭିଜ୍ଞତା
  • ଲିଖିତ ପରୀକ୍ଷା
  • ଶାରୀରିକ ଦକ୍ଷତା
  • ଡକ୍ତରୀ ପରୀକ୍ଷା
  • ଫାଇନାଲ ସେଲେକ୍ସନ

ଆବେଦନ ପ୍ରକ୍ରିୟା

  • ଅଫିସିଆଲ୍‌ ଓ୍ଵେବସାଇଟ https://www.cisf.gov.in/ କୁ ଯାଇ ଦରଖାସ୍ତ ଫର୍ମ ଡାଉନଲୋଡ କରିବେ।
  • ଫର୍ମ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ସହ ନିମ୍ନଲିଖିତ ଠିକଣାରେ ପଠାଇବେ।

ଠିକଣା

ସେଣ୍ଟ୍ରାଲ ଇଣ୍ଡ୍ରଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ବ୍ଲକ ନମ୍ଵର ୧୩-ସିଜିଓ କମ୍ପ୍ଲେକ୍ସ ଲୋଧି ରୋଡ୍‌, ନୂଆଦିଲ୍ଲୀ, ଦିଲ୍ଲୀ ୧୧୦୦୦୩

ଶେଷ ତାରିଖ

୦୯ ଡିସେମ୍ଵର ୨୦୧୯

Comment