ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ଉତ୍ତରାଞ୍ଚଳରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍‌ ପାଇଁ ନୋଟିସ। ବେଆଇନ ନିର୍ମାଣ ଯୋଗୁଁ ସିଲ୍‌ ପାଇଁ ବିଏମ୍‌ସି ପକ୍ଷରୁ ନୋଟିସ୍‌ କରାଯାଇଛି। ମଣ୍ଡପରେ ଟ୍ରେଡ ଲାଇସେନ୍ସ, ବିଲ୍ଡିଂ ପ୍ଲାନ, ଆବର୍ଜନା ପରିଚାଳନା ବ୍ୟବସ୍ଥା ନଥିବା ସୂଚନା ରହିଛି।

ମଣ୍ଡପ ସିଲ୍‌ ପାଇଁ ବିଡିଏ-ବିଏମ୍‌ସିର ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ କରାଯିବ। ପୂର୍ବରୁ ମଧ୍ୟ ରାଜଧାନୀର ଯେଉଁ କଲ୍ୟାଣ ମଣ୍ଡପରେ ପାର୍କିଂ ବ୍ୟବସ୍ଥା ନଥିଲା, ସେ ମଣ୍ଡପରେ ବିଏମ୍‌ସି ଦ୍ଵାରା ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comment