ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବା ପାଇଁ ଯୋଜନା କରୁଥବା ପର୍ଯ୍ୟଟକ ଜାଣି ରଖନ୍ତୁ, ଡିସେମ୍ବର ୨୬ରୁ ଏହା ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ଗଣନା ଯୋଗୁଁ ୯ ଦିନ ଅର୍ଥାତ ଜାନୁଆରି ୪ ଯାଏଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ବିଷାରଦ ଡକ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଜାରି ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ନିଷେଧ କରିବାକୁ ନିଷ୍ପତ୍ତି ନେଇଛି।

https://chat.whatsapp.com/JbiFeChOJ141BO7qioQFpj

Comment