ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀନ ମଟର ସାଧାରଣତଃ ଶୀତଦିନେ ହିଁ ମିଳିଥାଏ। ଗ୍ରୀନ ମଟର ଖାଇବା ଦେହ ପାଇଁ ମଧ୍ୟ ଭଲ।  ଏଥିରେ ଭିଟାମିନ ସି, ଫସଫରସ୍‌, ପୋଷକ ତତ୍ତ୍ୱ ଥାଏ। ଆସନ୍ତୁ ଜାଣିବା ଗ୍ରୀନ ମଟର ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ।

ଗ୍ରୀନ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ ଫାଇବର ଥାଏ। ଏଥିରେ ଆଇରନ ,ଜିଙ୍କ, ମାଙ୍ଗାନିଜ, ଓ କପର ଅଛି।

ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏତଦବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଗ୍ରୀନ ମଟର ଖାଇଲେ ମଧୁମେହ ରୋଗର ଆଶଙ୍କା କମ ହୋଇଥାଏ। ମଟର ଆଖି ଓ ତ୍ୱଚା ପାଇଁ ମଧ୍ ଖଚବ୍‌ ଭଲ।

Comment