ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନସ୍ଥ ଭାରୀ ଜଳ ବୋର୍ଡ(HWD)ରେ ନିଯୁକ୍ତି ସୁଯୋଗ। ବିଭିନ୍ନ ପଦବୀରେ ୨୭୭ ଜଣଙ୍କ ନିଯୁକ୍ତି ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରି ୩୧ ତାରିଖ ଯାଏଁ ଏଥିପାଇଁ ଆବେଦନ କରିପାରିବେ।

ପଦବୀ ଓ ସଂରକ୍ଷଣ

ଟେକ୍‌ନିକାଲ୍ ଅଫିସର(ଡି) – ୨୮ (ସାଧାରଣ ବର୍ଗ)

  • କେମିକାଲ୍ – ୨୧
  • ମେକାନିକାଲ୍ – ୩
  • ଇନ୍‌ଷ୍ଟ୍ରୁମେଣ୍ଟେସନ୍ – ୨
  • ସିଭିଲ୍ – ୨

(କ୍ୟାଟେଗୋରୀ –୧) ଷ୍ଟାଇପେଣ୍ଡାରୀ ଟ୍ରେନି – ୬୫ ( ସାଧାରଣ ବର୍ଗ – ୪୩, ଇ.ଡବ୍ଲୁ.ଏସ୍ – ୬, ଓବିସି – ୧୨, ଏସ୍‌ସି – ୭, ଏସ୍‌ଟି –୬)

  • କେମିକାଲ୍ – ୪୩
  • ମେକାନିକାଲ୍ – ୧
  • ଇଲେକ୍ଟିକାଲ୍ – ୭
  • ଇନ୍‌ଷ୍ଟ୍ରୁମେଣ୍ଟେସନ୍ – ୯
  • କେମିଷ୍ଟ୍ରୀ (ଲାବୋରାଟୋରୀ) – ୫

(କ୍ୟାଟେଗୋରୀ –୨) ଷ୍ଟାଇପେଣ୍ଡାରୀ ଟ୍ରେନି – ୯୨ ( ସାଧାରଣ ବର୍ଗ – ୪୬, ଇଡବ୍ଲୁଏସ୍ – ୭, ଓବିସି – ୨୨, ଏସ୍‌ସି – ୧୬, ଏସ୍‌ଟି –୧)

  • ପ୍ଲାଣ୍ଟ୍ ଅପରେଟର – ୫୬
  • କେମିଷ୍ଟ୍ରୀ (ଲାବୋରାଟୋରୀ) – ୨
  • ଇଲେକ୍ଟିକାଲ୍ – ୪
  • ମେକାନିକାଲ୍ (ଫିଟର୍) – ୧୦
  • ମେକାନିକ୍ (ମୋଟର ଯାନ) – ୧
  • ଓ୍ୱେଲଡର୍ – ୮
  • ରିଗର୍ – ୩
  • ଟର୍ନର୍ – ୨
  • ପ୍ଲମ୍ୱର – ୩
  • ମାସନ୍ – ୨
  • କାର୍ପେଣ୍ଟର୍ – ୧

ନର୍ସ (ଗ୍ରୁପ – ବି) – ୪ (ସାଧାରଣ ବର୍ଗ-୨, ଓବିସି-୧, ଏସଟି-୧)

ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ୍ (ସିଭିଲ୍) – ୫ ( ସାଧାରଣ ବର୍ଗ-୧, ଓବିସି-୨,ଏସସି-୧,ଏସଟି-୧)

ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ୍ (ରେଡିଓଗ୍ରାଫି) – ୧ (ଓବିସି)

ଟେକ୍ନିସିଆନ୍(କ୍ରେନ୍ ଅପରେଟର) – ୩ (ସାଧାରଣ ବର୍ଗ-୨, ଓବିସି-୧)

ସବ୍ ଅଫିସର – ୫ – (ସାଧାରଣ ବର୍ଗ-୩, ଓବିସି-୨)

ଷ୍ଟେନୋଗ୍ରାଫର (ଗ୍ରେଡ୍-ଟୁ) – ୨ (ସାଧାରଣ ବର୍ଗ)

ଷ୍ଟେନୋଗ୍ରାଫର (ଗ୍ରେଡ୍-ଥ୍ରୀ) – ୮ – ( ସାଧାରଣ ବର୍ଗ-୪, ଓବିସି-୨,ଏସସି-୧,ଏସଟି-୧)

ଅପର୍ ଡିଭିଜନ୍ କ୍ଲର୍କ – ୧୮ – ( ସାଧାରଣ ବର୍ଗ-୭, ଇଡବ୍ଲୁଏସ –୧,  ଓବିସି-୫, ଏସସି-୪, ଏସଟି-୧)

ଡ୍ରାଇଭର୍ – ୨୦ (ସାଧାରଣ ବର୍ଗ-୧୪, ଇଡବ୍ଲୁଏସ – ୧,  ଓବିସି-୩, ଏସସି-୧, ଏସଟି-୧)

ଡ୍ରାଇଭର୍ କମ୍ ପମ୍ପ ଅପରେଟର୍ କମ୍ ଫାୟାରମ୍ୟାନ୍ – ୨୬ ( ସାଧାରଣ ବର୍ଗ-୧୨, ଇଡବ୍ଲୁଏସ – ୧,  ଓବିସି-୭, ଏସସି-୩, ଏସଟି-୩)

ଶିକ୍ଷାଗତ ଯୋଗ୍ୟତା

  • ଟେକ୍ନିକାଲ୍ ଅଫିସର(ଡି) – ସର୍ବନିମ୍ନ ୬୦ ପ୍ରତିଶତ ନମ୍ବର ରଖି ବିଇ କିମ୍ବା ବିଟେକ୍ ପାସ କରିଥିବେ। ୪ ବର୍ଷର ଅଭିଜ୍ଞତା ଥିବ।
  • (କ୍ୟାଟେଗୋରୀ –ଓ୍ୱାନ୍) ଷ୍ଟାଇପେଣ୍ଡାରୀ ଟ୍ରେନି – ଏହି କ୍ୟାଟେଗୋରୀ ଅନ୍ତର୍ଗତ କେମିଷ୍ଟ୍ରୀ (ଲାବୋରାଟୋରୀ) ପଦବୀ ପାଇଁ ସର୍ବନିମ୍ନ ୬୦ ପ୍ରତିଶତ ନମ୍ବର ରଖି ରସାୟନ ବିଜ୍ଞାନରେ ବି.ଏସ.ସି ପାସ କରିଥିବେ। ଅନ୍ୟାନ୍ୟ ପଦବୀଗୁଡ଼ିକ ପାଇଁ ନିଜ ନିଜ ବିଷୟରେ ଡିପ୍ଲୋମା କରିବା ଆବଶ୍ୟକ।
  • (କ୍ୟାଟେଗୋରୀ–ଟୁ) ଷ୍ଟାଇପେଣ୍ଡାରୀ ଟ୍ରେନି – ଏହି କ୍ୟାଟେଗୋରୀ ଅନ୍ତର୍ଗତ ପଦବୀଗୁଡ଼ିକ ପାଇଁ ଏଚଏସସି, ଏସଏସସି, ଏନଟିସି (ଆଇଟିଆଇ ପାସ), ନାକ୍ ଆଜି ଯୋଗ୍ୟତା ରଖାଯାଇଛି।
  • ନର୍ସ (ଗ୍ରୁପ – ବି) – ନିର୍ସିଂରେ ଡିପ୍ଲୋମା କିମ୍ବା ବିଏସସି କରିଥିବେ।
  • ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ୍ (ସିଭିଲ୍) – ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବେ।
  • ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ୍ (ରେଡିଓଗ୍ରାଫି) – ରେଡିଓଗ୍ରାଫିରେ ବିଏସସି କରିଥିବେ କିମ୍ବା ବିଏସସି ପରେ ଏକ ବର୍ଷିଆ ରେଡିଓଗ୍ରାଫି ଡିପ୍ଲୋମା କରିଥିବେ।

  • ଟେକ୍ନିସିଆନ୍(କ୍ରେନ୍ ଅପରେଟର) – ଗଣିତ-ବିଜ୍ଞାନ ବିଷୟ ସହିତ ୬୦ ପ୍ରତିଶତ ନମ୍ୱର ରଖି ଏସଏସସି କିମ୍ୱା ଏଚଏସସି ପାସ କରିଥିବେ।
  • ସବ୍ ଅଫିସର – ଏସଏସସି ପାସ କରିଥିବେ କିମ୍ୱା ସବ୍-ଅଫିସର କୋର୍ସ କରିଥିବେ।
  • ଷ୍ଟେନୋଗ୍ରାଫର (ଗ୍ରେଡ୍-ଟୁ) – ମ୍ୟାଟ୍ରିକୁଲେସନ୍ (ଏସଏସସି) ପାସ କରିଥିବେ। ମିନିଟ ପ୍ରତି ୧୦୦ଟି ଶବ୍ଦ ଇଂରାଜୀ ଭାଷାରେ ଓ ସର୍ଟ ହ୍ୟାଣ୍ଡରେ ମିନିଟ ପ୍ରତି ୪୫ଟି ଶବ୍ଦ ଲେଖିପାରୁଥିବେ।
  • ଷ୍ଟେନୋଗ୍ରାଫର (ଗ୍ରେଡ୍-ଥ୍ରୀ) – ମ୍ୟାଟ୍ରିକୁଲେସନ୍ (ଏସଏସସି) ପାସ କରିଥିବେ। ମିନିଟ ପ୍ରତି ୩୦ଟି ଶବ୍ଦ ଇଂରାଜୀ ଭାଷାରେ ଓ ଇଂରାଜୀ ଷ୍ଟେନୋଗ୍ରାଫିରେ ମିନିଟ ପ୍ରତି ୮୦ଟି ଶବ୍ଦ ଲେଖିପାରୁଥିବେ।
  • ଅପର୍ ଡିଭିଜନ୍ କ୍ଲର୍କ – ୫୦ ପ୍ରତିଶତ ନମ୍ୱର ରଖି ସ୍ନାତକ ପାସ କରିଥିବେ।
  • ଡ୍ରାଇଭର୍ – ଦଶମ ପାସ କରିଥିବେ। ହାଲକା ଏବଂ ଭାରୀଯାନ ଚାଳନା ପାଇଁ ଲାଇସେନ୍ସ ଥିବ।
  • ଡ୍ରାଇଭର୍ କମ୍ ପମ୍ପ ଅପରେଟର୍ କମ୍ ଫାୟାରମ୍ୟାନ୍ – ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଷୟ ସହିତ ଏଚ.ଏସ.ସି (୧୦+୨) ପାସ କରିଥିବେ କିମ୍ବା ସର୍ବନିମ୍ନ ୫୦ ପ୍ରତିଶତ ନମ୍ୱର ରଖି ଏହାର କୌଣସି ସମସାମୟିକ ଯୋଗ୍ୟତା ଅର୍ଜନ କରିଥିବେ। ଭାରୀ ଯାନ ଚଲାଇବା ପାଇଁ ଲାଇସେନ୍ସ ଥିବ। ଫାୟାର୍ ଫାଇଟିଂ କୋର୍ସ କରିଥିବେ।

ସମସ୍ତ ପଦବୀଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ପଦବୀ ସଂପର୍କିତ ସବିଶେଷ ତଥ୍ୟ ପାଇଁ hwb.mahaonline.gov.in କିମ୍ବା hwb.gov.in ରେ ଲଗଅନ୍ କରିପାରିବେ।

Comment