ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲାଜିରେ (ସିଇଟି) ଇଂରାଜୀ ଅଧ୍ୟାପକଙ୍କ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବ୍ରୁଆରି ୩ରେ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ଗୋଟିଏ ସେମିଷ୍ଟର ପାଇଁ ଚୁକ୍ତିଭିତ୍ତିକ।
  • ଆବେଦନ ପ୍ରକ୍ରିୟା:
  • ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ସମସ୍ତ ଦରକାରୀ କାଗଜପତ୍ର ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ ବିଜ୍ଞପ୍ତିରେ କୁହାଯାଇଛି।
  • ପ୍ରିନ୍ସିପାଲ୍‌ ଅଫିସ୍‌, ସି.ଇ.ଟି, ଘାଟିକିଆ, ଭୁବନେଶ୍ଵର-୭୫୧୦୨୯, ଓଡ଼ିଶା
  • ଇଣ୍ଟରଭ୍ୟୁ ସମୟ- ୨୦୨୦ ଫେବ୍ରୁଆରି, ୩ ଅପରାହ୍‌ଣ ୩ଟା
  • ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁcet.edu.in ଓ୍ଵେବ୍‌ସାଇଟ୍‌ ସହ ଯୋଗାଯୋଗ କରିବାକୁ ହେବ।

Comment