ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଘଟିକିଆସ୍ଥିତ ଏପିଜେ ସ୍କୁଲରେ ଶିକ୍ଷକ ନିଯୁକ୍ତି  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୦ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:    

ଫିଜିକ୍ସ ଶିକ୍ଷକ- ଗୋଟିଏ ପଦବୀ

ଇଂରାଜୀ ଶିକ୍ଷକ- ଗୋଟିଏ ପଦବୀ

କମ୍ପ୍ୟୁଟର ସାଇନ୍ସ ଶିକ୍ଷକ- ଗୋଟିଏ ପଦବୀ

ସ୍କୁଲ କାଉନ୍‌ସେଲର୍‌- ଗୋଟିଏ ପଦବୀ

ଶିକ୍ଷାଗତ ଯୋଗ୍ୟତା:

ଫିଜିକ୍ସ/ ଇଂରାଜୀ ଶିକ୍ଷକ- ସ୍ନାତକ ଡିଗ୍ରୀ ସହ ବି.ଏଡ୍‌/ସିଟିଇଟି କରିଥିବା ଆବଶ୍ୟକ।

ସ୍କୁଲ କାଉନ୍‌ସେଲର୍‌- କ୍ୟାରିୟର ଗାଇଡାନ୍ସ ଏବଂ କାଉନ୍‌ସେଲିଂରେ ଡିପ୍ଲୋମା କରିବା ସହ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଆର୍‌ସିଆଇ ରେଜିଷ୍ଟ୍ରେସନ୍‌ କରିଥିବା ଆବଶ୍ୟକ।

କମ୍ପ୍ୟୁଟର ସାଇନ୍ସ- କମ୍ପ୍ୟୁଟର ସାଇନ୍ସ/ଆଇଟିରେ ବି.ଇ/ବି.ଟେକ୍‌ କିମ୍ବା କମ୍ପ୍ୟୁଟର/ଆଇଟିରେ ସ୍ନାତକୋତ୍ତର କିମ୍ବା କୌଣସି ସ୍ଵୀକୃତିପ୍ରାପ୍ତ ୟିନିଭର୍ସିଟିର୍ ଏମ୍‌ସିଏ (ସ୍ପେଶିଆଲ୍‌ ଫୋକସ୍‌- ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ)

ପ୍ରାର୍ଥୀମାନେ କମ୍ପ୍ୟୁଟର ଆପ୍ଲିକେସନ୍‌ରେ ଦକ୍ଷତା ହାସଲ କରିବା ସହ ଭଲଭାବରେ ଇଂରାଜୀ କହିପାରୁଥିବା ଦରକାର।

ଦରମା – ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ପେ-ସ୍କେଲ୍‌ ଅନୁସାରେ ଦିଆଯିବ।

ଆବେଦନ ପ୍ରକ୍ରିୟା:

ଆବେଦନ ପାଇଁ ଇଚ୍ଛୁକପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୦ ପୂର୍ବରୁ hr@apeejayschool.com କୁ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଅଧିକ ତଥ୍ୟ ପାଇଁ ଯୋଗାଯୋଗ କରନ୍ତୁ–

ମୋବାଇଲ୍‌ ନମ୍ବର- ୭୦୭୭୦୦୬୬୦୯

ଓ୍ଵେବ୍‌ସାଇଟ୍‌- www.apeejayschool.com

ଠିକଣା- ଘଟିକିଆ, ଦୁର୍ଗା ମଣ୍ଡପ ପାଖ, ଭୁବନେଶ୍ଵର, ଜିଲ୍ଲା- ଖୋର୍ଦ୍ଧା, ଓଡ଼ିଶା- ୭୫୧୦୦୩

Comment