ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ବଜେଟ୍‌ରେ ପୂର୍ବତଟ ରେଳବାଈକୁ ମିଳିଛି ୫ ହଜାର ୮୬୫ କୋଟି ଟଙ୍କାର ବ୍ୟୟବରାଦ। ସେଥି ମଧ୍ୟରୁ ଓଡ଼ିଶାର ଭାଗ ରହିଛି ୪ ହଜାର ୩୭୩ କୋଟି। ଜାଣନ୍ତୁ ଓଡ଼ିଶାର କେଉଁ ରେଳପଥ ପାଇଁ କେତେ ଟଙ୍କା ମିଳିଲା?

ଫେବ୍ରୁଆରି ୧ରେ ଲୋକସଭାରେ କେନ୍ଦ୍ର ବଜେଟ୍‌ ଉପସ୍ଥାପିତ ହୋଇଥିଲା। ଏହି ଦିନ ରେଳ ବଜେଟ୍‌ ମଧ୍ୟ ଆଗତ ହୋଇଥିଲା।

ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କା

ହରିଦାସପୁର-ପାରଦୀପ ପାଇଁ ୧୦୦ କୋଟି

ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୫୨୦ କୋଟି

ତାଳଚେର-ବିମଳାଗଡ଼ ପାଇଁ ୧୪୦ କୋଟି

ଜୟପୁର-ମାଲକାନଗିରି ପାଇଁ ୩୩ କୋଟି

ଜୟପୁର-ନବରଙ୍ଗପୁର ପାଇଁ ୨୦ କୋଟି

ଖୋର୍ଦ୍ଧାରୋଡ୍‌-ବିଜୟନଗରମ୍‌ ପାଇଁ ୨୦ କୋଟି

ସମ୍ବଲପୁର-ତାଳଚେର ଲାଇନ୍‌ ଦୋହରୀକରଣ ପାଇଁ ୨୯୨ କୋଟି

ସମ୍ବଲପୁର-ଟିଟିଲାଗଡ଼ ଲାଇନ୍‌ ଦୋହରୀକରଣ ପାଇଁ ୩୮୨ କୋଟି

ଟିଟିଲାଗଡ଼-ବିଜୟନଗରମ୍‌ ତୃତୀୟ ଲାଇନ୍‌ ପାଇଁ ୩୮୦ କୋଟି

ବାଂଶପାଣି-ଦୈତାରୀ-ଟମ୍‌କା-ଯଖପୁରା ପାଇଁ ୮୦ କୋଟି

ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର କନେକ୍ସନ ପାଇଁ ୧୦ କୋଟି

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୧୦୨ କୋଟି

ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୧୧୮ କୋଟି

ବୁଢ଼ାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ୍‌ ପାଇଁ ୨୦୫ କୋଟି

କୋରାପୁଟ-ସିଙ୍ଗାପୁର ରୋଡ୍‌ ପାଇଁ ୨୦୧ କୋଟି

ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୨୮୦ କୋଟି

ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୧୭୦ କୋଟି

Comment