ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା ହୋଇଛି। 

ଭୁବନେଶ୍ୱର – ଅନନ୍ତ ନାରାୟଣ ଜେନା

ଖୋର୍ଦ୍ଧା – ବିଭୂତି ଭୂଷଣ ବଳବନ୍ତରାୟ

ଅନୁଗୁଳ – ମହେନ୍ଦ୍ର ବସ୍ତିଆ

ବାଲେଶ୍ୱର – ରବୀନ୍ଦ୍ର ଜେନା

ବରଗଡ଼ – ବିଜୟ ରଞ୍ଜନ ସିଂହ ବରିହା

ଭଦ୍ରକ – ଜଗନ୍ନାଥ ସ୍ୱାଇଁ

ବଲାଙ୍ଗିର – ଟୁକୁନି ସାହୁ

ବୌଦ୍ଧ – ମହିଧର ରଣା

କଟକ – ଦେବାଶିଷ ସାମନ୍ତରାୟ

ଦେବଗଡ଼ – ରୋମାଞ୍ଚ ବିଶ୍ୱାଳ

ଢେଙ୍କାନାଳ – ପ୍ରଫୁଲ ମଲ୍ଲିକ

ଗଜପତି – ପ୍ରଦୀପ ନାୟକ

ଗଞ୍ଜାମ – ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି

ଯାଜପୁର – ସରୋଜ ମହାପାତ୍ର

ଝାରସୁଗୁଡ଼ା – କିଶୋର ମହାନ୍ତି

କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ

କନ୍ଧମାଳ – ସରୋଜ କର୍ଣ୍ଣ

କେନ୍ଦ୍ରାପଡ଼ା – ଉତ୍କଳ କେଶରୀ ପରିଡ଼ା

କେନ୍ଦୁଝର – ମାଧବ ସର୍ଦ୍ଦାର

କୋରାପୁଟ – ଇଶ୍ୱର ପାଣିଗ୍ରାହୀ

ମାଲାକାନଗିରି – ପୂର୍ଣ୍ଣଚନ୍ଦ୍ର ବାକା

ପୁରୀ – ମହେଶ୍ୱର ମହାନ୍ତି

ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି

ମୟୂରଭଞ୍ଜ ସଦର –କାଶୀନାଥ ହେମ୍ବ୍ରମ

ନବରଙ୍ଗପୁର – ରମେଶ ମାଝି

ନୟାଗଡ଼ – ରମେଶ ବେହେରା

ନୂଆପଡ଼ା – ମନୋଜ ମିଶ୍ର

ରାୟଗଡ଼ା – ସୁଧୀର ଦାସ

ରାଉରକେଲା – ସାରଦା ନାୟକ

ସମ୍ବଲପୁର – ସିଦ୍ଧାର୍ଥ ଦାସ

ସୁବର୍ଣ୍ଣପୁର – ସରୋଜ କମ୍ପ

ସୁନ୍ଦରଗଡ଼ – ବିନୟ ଟପ୍ପୋ

Comment