ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ରାଜେନ୍ଦ୍ରନଗରସ୍ଥିତ ସାମ୍‌ସଙ୍ଗ୍‌ ସର୍ଭିସ ସେଣ୍ଟରରେ ଫ୍ରଣ୍ଟ ଅଫିସ୍‌ ଓ ବ୍ୟାକ୍‌ ଅଫିସ୍‌ ଏକ୍ସିକ୍ୟୁଟିଭ୍‌ ସବ-ଟେଲି କଲର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ନିଜ ବାୟୋଡାଟା ସହ ଦିନ ୫ ମଧ୍ୟରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ପଦବୀ:

  • ଫ୍ରଣ୍ଟ ଅଫିସ୍‌ ଏକ୍ସିକ୍ୟୁଟିଭ୍‌ (ଉଭୟ ପୁରୁଷ ଓ ମହିଳା) – ୫ଟି ପଦବୀ
  • ବ୍ୟାକ୍‌ ଅଫିସ୍‌ ଏକ୍ସିକ୍ୟୁଟିଭ୍‌ (ଉଭୟ ପୁରୁଷ ଓ ମହିଳା) – ୧୦ଟି ପଦବୀ
  • ଟେଲି କଲର୍‌ (ଉଭୟ ପୁରୁଷ ଓ ମହିଳା) – ୩ଟି ପଦବୀ

ଯୋଗ୍ୟତା– ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଦକ୍ଷତା ବାସଲ କରିଥିବେ।

ଇଣ୍ଟରଭ୍ୟୁ ସମୟ– ଏହି ବିଜ୍ଞପ୍ତି ଫେବ୍ରୁଆରି ୨୮ରେ ପ୍ରକାଶ ପାଇଥିଲା। ଏହାର ୫ ଦିନ ମଧ୍ୟରେ ନିଜର ବାୟୋଡାଟା ଏବଂ ଫଟୋ ସହ ଅପରାହ୍ଣ ୧୨ରୁ ୨ ମଧ୍ୟରେ ପ୍ରାର୍ଥୀମାନେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ଠିକଣା– ସାମ୍‌ସଙ୍ଗ୍‌ ସର୍ଭିସ, ରାଜେନ୍ଦ୍ର ନଗର, ପତଞ୍ଜଳୀ ଚିକିତ୍ସାଳୟ ସାମନା, କଟକ-୧୦

ମୋବାଇଲ୍‌ ନଂ– 9438410504

Comment