ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଭାଇସ୍‌ ପ୍ରିନ୍ସିପାଲ୍‌ ଏବଂ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ ଓ ଯୋଗ୍ୟତା:

  • ଭାଇସ୍‌ ପ୍ରିନ୍ସିପାଲ୍‌- ଏହି ପଦବୀରେ ଅତିକମ୍‌ରେ ୩ରୁ ୫ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।
  • ଶିକ୍ଷକ (ଇଂରାଜୀ, ସାଇନ୍ସ, ମ୍ୟାଥେମେଟିକ୍ସ) – ସ୍ନାତକୋତ୍ତର ତଥା ସ୍ନାତକ ଡିଗ୍ରୀ ସହ ବି.ଏଡ୍‌ ଡିଗ୍ରୀ ହାସଲ କରିଥିବେ।

st xavier high school koraput

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ମାର୍ଚ୍ଚ ୭ ତାରିଖ ପୂର୍ବରୁ st.xavierhskpt@gmail.com କୁ ପଠାଇପାରିବେ।

  • ଇଣ୍ଟରଭ୍ୟୁ ସ୍ଥାନ– ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ, କୋରାପୁଟ
  • ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୭ ସକାଳ ୯.୩୦
  • ଅଧିକ ସୂଚନା ପାଇଁ ଫୋନ୍‌ ନମ୍ବର– 7750049995, 9938684661
  • ସ୍କୁଲ୍‌ ଠିକଣା– ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ, ପଣ୍ଡା କଲୋନୀ, ଷ୍ଟାଡିୟମ୍‌ ରୋ଼ଡ୍‌, କୋରାପୁଟ- ୭୬୪୦୨୦

ସୌଜନ୍ୟ: ଚାକିରି ପ୍ଲସ

Comment