ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ସରକଣାସ୍ଥିତ ଜିଏସ୍‌ଇଏମ୍‌ ସ୍କୁଲ୍‌-୨ରେ ଶିକ୍ଷକ ନିଯୁକ୍ତି ସୁଯୋଗ। ବିଭିନ୍ନ ବିଷୟରେ ପିଜିଟି, ଟିଜିଟି, ପିଆରଟି, ନର୍ସରୀ ଟିଚରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ୭ ଦିନ ମଧ୍ୟରେ ଆବେଦନ କରିପାରିବେ।

ପିଜିଟି:

  • ବିଷୟ- ଇଂରାଜୀ, ଗଣିତ, ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲୋଜୀ, ଫିଜିକାଲ ଏଜୁକେସନ୍‌
  • ଯୋଗ୍ୟତା- ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍‌ କରିଥିବେ

ଟିଜିଟି:

  • ବିଷୟ- ଇଂରାଜୀ, ହିନ୍ଦୀ, ଓଡ଼ିଆ, ଗଣିତ, ବିଜ୍ଞାନ, ସୋସିଆଲ୍‌ ସାଇନ୍ସ
  • ଯୋଗ୍ୟତା- ସ୍ନାତକ କିମ୍ବା ସ୍ନାତକୋତ୍ତର ସହ ବି.ଏଡ୍‌ କରିଥିବେ

ଟିଜିଟି:

  • ବିଷୟ- କମ୍ପ୍ୟୁଟର ସାଇନ୍ସ
  • ଯୋଗ୍ୟତା- ବି.ସି.ଏ/ବି.ଟେକ୍‌/ଏମ୍‌.ସି.ଏ କରିଥିବେ

ପିଆରଟି:

  • ବିଷୟ- ସାଇନ୍ସ
  • ଯୋଗ୍ୟତା- ସ୍ନାତକ ଡିଗ୍ରୀ ସହ ବି.ଏଡ୍‌ କରିଥିବେ

ନର୍ସରୀ ଟିଚର

ଯୋଗ୍ୟତା- ସ୍ନାତକ ଡିଗ୍ରୀ ସହ ଏନ୍‌ଟିଟି କରିଥିବେ

ଆବେଦନ ପ୍ରକ୍ରିୟା– ଏହି ବିଜ୍ଞପ୍ତି ମାର୍ଚ୍ଚ ୧୩ରେ ପ୍ରକାଶ ପାଇଛି। ଏହାର ୭ ଦିନ ମଧ୍ୟରେ ପ୍ରାର୍ଥୀମାନେ ନିଜର ବାୟୋଡାଟା gsemschool2@gmail.com କୁ ମେଲ୍‌ କରିଦେବେ।

ଠିକଣା– ଜିଏସ୍‌ଇଏମ୍‌ ସ୍କୁଲ୍‌-୨, ସରକଣା, ଭୁବନେଶ୍ଵର-୭୫୨୧୦

ଫୋନ୍‌ ନମ୍ବର– 9437828358, 7008078784

Comment