ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ (UPSC) ରେ ବିଭିନ୍ନ ପଦବୀରେ ମୋଟ୍ ୧୧୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ୍ ୨ ଯାଏଁ ଆବେଦନ କରିପାରିବେ।
ପଦବୀ ସଂଖ୍ୟା:
- ଚିଫ୍ ଡିଜାଇନ ଇଞ୍ଜିନିୟର- ଗୋଟିଏ ପଦବୀ
- ଡେପୁଟି ସୁପେରିନ୍ଟେଣ୍ଡେଣ୍ଟ୍- ୨ଟି ପଦବୀ
- ଆସିଷ୍ଟାଣ୍ଟ ଇଞ୍ଜିନିୟର (ଆର୍ମାମେଣ୍ଟ ଇନ୍ଷ୍ଟ୍ରୁମେଣ୍ଟ) – ୨ଟି ପଦବୀ
- ଆସିଷ୍ଟାଣ୍ଟ ଇଞ୍ଜିନିୟର (ସ୍ମଲ୍ ଆର୍ମସ୍) – ୫ଟି ପଦବୀ
- ଆସିଷ୍ଟାଣ୍ଟ ଇଞ୍ଜିନିୟର (କେମେଷ୍ଟ୍ରୀ ଷ୍ଟୋର୍) – ୫ଟି ପଦବୀ
- ଆସିଷ୍ଟାଣ୍ଟ ଇଞ୍ଜିନିୟର (ଜେଣ୍ଟେକ୍ସ ଷ୍ଟୋର୍) – ୩୦ଟି ପଦବୀ
- ଆସିଷ୍ଟାଣ୍ଟ ଇଞ୍ଜିନିୟର (ଯାନବାହାନ) – ୧୨ଟି ପଦବୀ
- ଆସିଷ୍ଟାଣ୍ଟ ଭେଟେରିନାରୀ ଅଫିସର୍- ଗୋଟିଏ ପଦବୀ
- ଆସିଷ୍ଟାଣ୍ଟ ଡିରେକ୍ଟର- ୧୩ଟି ପଦବୀ
- ଆସିଷ୍ଟାଣ୍ଟ ଏମ୍ପ୍ଲୋଏମେଣ୍ଟ ଅଫିସର୍- ୨ଟି ପଦବୀ
- ଡେପୁଟି ଡିରେକ୍ଟର- ଗୋଟିଏ ପଦବୀ
- ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍) – ୯ଟି ପଦବୀ
- ଡେପୁଟୀ ଡିରେକ୍ଟର- ୨ଟି ପଦବୀ
ଆବେଦନ ଶୁଳ୍କ– ୨୫ ଟଙ୍କା
ଆବେଦନ ପ୍ରକ୍ରିୟା– UPSC ର ଓ୍ଵେବ୍ସାଇଟ୍ରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ।
ଏହି ନିଯୁକ୍ତି ସମ୍ବନ୍ଧୀତ ଅଧିକ ସୂଚନା ପାଇଁ upsc.gov.in ରେ ଲଗ୍ଇନ୍ କରନ୍ତୁ।
Source: https://www.chakiri.plus/