ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟରରେ ସାଇଣ୍ଟିଷ୍ଟ, ଟେକ୍ନିକାଲ ଆସିଷ୍ଚାଣ୍ଟ, ଡ୍ରାଫ୍ଟମ୍ୟାନ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୪ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ଡି (ଇଲେକ୍ଟ୍ରେୋନିକ୍ସ)
  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ସି (କମ୍ପ୍ୟୁଟର)
  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ସି (ଫିଜିକ୍ସ)
  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ସି (ଇଲେକ୍ଟ୍ରୋନିକ୍ସ)
  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ସି (ମେକାନିକାଲ)
  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ସି (ଷ୍ଟ୍ରକ୍ଚରାଲ)
  • ସାଇଣ୍ଟିଷ୍ଟ/ଇଞ୍ଜିନିୟର- ଏସ୍.ସି (ଇଲେକ୍ଟ୍ରିକାଲ)
  • ଟେକ୍ନିକାଲ ଆସିଷ୍ଟାଣ୍ଟ (ଇଲେକ୍ଟ୍ରୋନିକ୍ସ)
  • ଟେକ୍ନିକାଲ ଆସିଷ୍ଟାଣ୍ଟ (ମେକାନିକାଲ)
  • ଟେକ୍ନିକାଲ ଆସିଷ୍ଟାଣ୍ଟ (ସିଭିଲ୍)
  • ଟେକ୍ନିକାଲ ଆସିଷ୍ଟାଣ୍ଟ (ଇଲେକ୍ଟ୍ରିକାଲ)
  • ଟେକ୍ନିସିଆନ୍ ବି (ଫିଟର)
  • ଟେକ୍ନିସିଆନ୍ ବି (ମେସିନିଷ୍ଟ)
  • ଟେକ୍ନିସିଆନ୍ ବି (ଇଲେକ୍ଟ୍ରୋନିକ୍ସ)
  • ଟେକ୍ନିସିଆନ୍ ବି (ଇନଫରନେସନ ଟେକ୍ନୋଲୋଜୀ)
  • ଟେକ୍ନିସିଆନ୍ ବି (ପ୍ଲମ୍ବର)
  • ଟେକ୍ନିସିଆନ୍ ବି (କାରପେଣ୍ଟର)
  • ଟେକ୍ନିସିଆନ୍ ବି (ଇଲେକ୍ଟ୍ରିସିଆନ)
  • ଡ୍ରାଫ୍ଟମ୍ୟାନ୍ ବି (ମେକାନିକାଲ)
  • ଟେକ୍ନିସିଆନ୍ ବି (କେମିକାଲ)

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୪ ତାରିଖ ୯ଟାରୁ ଏପ୍ରିଲ୍ ୩ ତାରିଖ ୫ଟା ଯାଏଁ ଆବେଦନ ପ୍ରକ୍ରିୟା ଚାଲୁରହିବ।

ସବିଶେଷ ବିବରଣୀ ପାଇଁ sac.gov.in ରେ କ୍ଲିକ୍ କରନ୍ତୁ।

source – www.chakiri.plus

LEAVE A REPLY

Please enter your comment!
Please enter your name here