ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନ୍ (ICCR) ଅଧୀନରେ ପ୍ରୋଗ୍ରାମ ଅଫିସର, ଷ୍ଟୋନୋଗ୍ରାଫର ଆଦି ବିଭିନ୍ନ ପଦବୀରେ ସମୁଦାୟ ୩୨ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଚାଲୁରହିବ।

  • ଏହି ନିଯୁକ୍ତି ICCRର ହେଡ୍ କ୍ୱାଟର ଏବଂ ଏହାର ୧୯ଟି ରିଜିଓନାଲ ଅଫିସରେ ଦିଆଯିବ।

ପ୍ରୋଗ୍ରାମ ଅଫିସର:

  • ପଦବୀ ସଂଖ୍ୟା- ୮
  • ଦରମା- ୧୫୬୦୦ରୁ ୩୯୧୦୦

ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର:

  • ପଦବୀ ସଂଖ୍ୟା- ୧୦
  • ଦରମା- ୯୩୦୦ରୁ ୩୪୮୦୦

ଆସିଷ୍ଟାଣ୍ଟ:

  • ପଦବୀ ସଂଖ୍ୟା- ୭
  • ଦରମା- ୯୩୦୦ରୁ ୩୪୮୦୦

ସିନିୟର ଷ୍ଟେନୋଗ୍ରାଫର:

  • ପଦବୀ ସଂଖ୍ୟା- ୨
  • ଦରମା- ୯୩୦୦ରୁ ୩୪୮୦୦

ICCR

ଜୁନିୟର ଷ୍ଟେନୋଗ୍ରାଫର:

  • ପଦବୀ ସଂଖ୍ୟା- ୨
  • ଦରମା- ୫୨୦୦ରୁ ୨୦୨୦୦

ଏଲ୍.ଡି.ସି:

  • ପଦବୀ ସଂଖ୍ୟା- ୩
  • ଦରମା- ୫୨୦୦ରୁ ୨୦୨୦୦

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଏହି ନିଯୁକ୍ତି ବିଷୟରେ ସମସ୍ତ ତଥ୍ୟ ଜାଣିବା ପାଇଁ iccr.gov.inରେ କ୍ଲିକ୍ କରନ୍ତୁ।

Comment