ଓଡ଼ିଶାଲାଇଭ୍ ବ୍ୟୁୁରୋ

walk in

ଦେଶରେ କରୋନା ଆତଙ୍କର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ପାଇଁ ଚାଲିଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। ଏହି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ୍ ପବ୍ଲିକ୍ ହେଲ୍ଥ୍ ଅଫିସରଙ୍କ ତରଫରୁ କରାଯାଉଛି।

  • ଏହି ନିଯୁକ୍ତି ଜୁନ୍ ୩୦ ଯାଏଁ ଚୁକ୍ତିଭିତ୍ତିକ ରହିବ।
  • ଆସନ୍ତା କାଲି ମଲ୍ଟି ପରପଜ ହେଲ୍ଥ୍ ଓ୍ୱାର୍କର (MPHW) ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ପଦବୀ– ମଲ୍ଟି ପରପଜ ହେଲ୍ଥ୍ ଓ୍ୱାର୍କର (MPHW)- ମହିଳା

ପଦବୀ ସଂଖ୍ୟା– ୫୭

ଯୋଗ୍ୟତା– ସରକାରୀ ଏ.ଏନ୍.ଏମ ଟ୍ରେନିଂ ସେଣ୍ଟରରୁ ସଂପୃକ୍ତ ବିଭାଗରେ ତାଲିମ ନେଇଥିବେ। ପ୍ରାର୍ଥୀ ଓଡ଼ିଶା ନର୍ସିଂ କାଉନସିଲ୍ ଅଧୀନରେ ରେଜିଷ୍ଟର କରିଥିବେ।

ଦରମା– ୮୫୦ ଟଙ୍କା ଦିନ ପିଛା

ଇଣ୍ଟରଭ୍ୟୁ ସମୟ– ୨୦୨୦ ଏପ୍ରିଲ୍ ୨ ସକାଳ ୧୦ଟା

ଇଣ୍ଟରଭ୍ୟୁ ସ୍ଥାନ– ଡି.ଏଚ୍.ଏଚ୍ କନଫରେନ୍ସ ହଲ୍, ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ୍ ପବ୍ଲିକ୍ ହେଲ୍ଥ୍ ଅଫିସର, ଭଦ୍ରକ

ଅଧିକ ସୂଚନା ପାଇଁ bhadrak.nic.in ରେ କ୍ଲିକ୍ କରନ୍ତୁ।

source – www.chakiri.plus

Comment