ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (VIMSAR) ରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • ଏନେଇ ଆସନ୍ତା ଏପ୍ରିଲ୍ ୩ ଏବଂ ୪ ତାରିଖରେ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ
  • ଏହି ନିଯୁକ୍ତି ଜୁନ୍ ୩୦ ଯାଏଁ ଚୁକ୍ତିଭିତ୍ତିକ

ପଦବୀ:

  • ଷ୍ଟାଫ୍ ନର୍ସ- ୨୨୦ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୩ ସକାଳ ୧୦)
  • ଫାର୍ମାସିଷ୍ଟ-୩୦(ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୪ ସକାଳ ୧୦)
  • ଲାବୋରେଟାରୀ ଟେକ୍ନିସିଆନ- ୪୧ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୪ ସକାଳ ୧୦)
  • ରେଡିଓଗ୍ରାଫର୍- ୧୨ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୪ ସକାଳ ୧୦)
  • ଦରମା– ୧୦୦୦ ଟଙ୍କା ଦିନ ପିଛା
  • ଇଣ୍ଟରଭ୍ୟୁ ସ୍ଥାନ– ଅଫିସ୍ ଚାମ୍ବର ଅଫ୍ ସୁପେରିନଟେଣ୍ଟେଡ୍, VSS ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ, ସମ୍ବଲପୁର
  • ଅଧିକ ସୂଚନା ପାଇଁnic.inରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment