ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଏବଂ ରେଡିଓଗ୍ରୀଫର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୬ରୁ ୮ ଯାଏଁ ଚାଲୁ ରହିବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ପଦବୀ ସଂଖ୍ୟା:

  • ଷ୍ଟାଫ୍ ନର୍ସ- ୧୫୫ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୬ ଏବଂ ୭ ସକାଳ ୧୦ରୁ ଅପରାହ୍ଣ ୪)
  • ଫାର୍ମାସିଷ୍ଟ- ୨୦ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୮ ସକାଳ ୧୦ରୁ ଅପରାହ୍ଣ ୪)
  • ଲାବୋରେଟାରୀ ଟେକ୍ନିସିଆନ- ୨୦ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୮ ସକାଳ ୧୦ରୁ ଅପରାହ୍ଣ ୪)
  • ରେଡିଓଗ୍ରାଫର- ୭ (ଇଣ୍ଟରଭ୍ୟୁ ସମୟ- ୨୦୨୦ ଏପ୍ରିଲ୍ ୮ ସକାଳ ୧୦ରୁ ଅପରାହ୍ଣ ୪)

ଦରମା– ୧୦୦୦ ଟଙ୍କା ଦିନ ପିଛା

ବୟସ– ୨୧ରୁ ୬୫ ବର୍ଷ

ଇଣ୍ଟରଭ୍ୟୁ ସ୍ଥାନ- ଲେକ୍ଚର ଥିଏଟର୍, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲ, କୋରାପୁଟ

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ସମସ୍ତ ତଥ୍ୟ ପାଇଁ koraput.nic.inରେ କ୍ଲିକ୍ କରନ୍ତୁ।

Source: www.chakiri.plus

Comment