ଓଡ଼ିଶାଲାଇଭ୍ ବ୍ୟୁରୋ

odisha suchana commission 3ଓଡ଼ିଶା ସୂଚନା କମିସନ୍ (ଓଡ଼ିଶା ଇନଫରମେସନ୍ କମିସନ) ରେ ରାଜ୍ୟ ସୂଚନା କମିସନ (ଷ୍ଟେଟ୍ ଇନଫରମେସନ୍ କମିସନର୍) ପଦବୀରେ ସମୁଦାୟ ୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତ ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୧୮ ତାରିଖ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା– ଆଇନ, ଟେକ୍ନୋଲୋଜୀ, ସାସିଆଲ ସର୍ଭିସ, ମ୍ୟାନେଜମେଣ୍ଟ, ଜର୍ନାଲିଜିମ, ମାସ୍-ମିଡିଆ, ଆଡମିନିଷ୍ଟ୍ରେସନ୍ ଆଣ୍ଡ ଗଭର୍ଣ୍ଣାନ୍ସ ଆଦିରେ ଜ୍ଞାନ ଥିବ।

ବୟସ– ୬୫ ବର୍ଷରୁ କମ ବୟସ୍କ ବ୍ୟକ୍ତି

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏପ୍ରିଲ୍ ୧୮ ତାରିଖ ସଂଧ୍ୟା ୫.୩୦ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚାଇବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏନଭେଲପ୍ ଉପରେ ଆବେଦନ କରୁଥଇବା ପଦବୀର ନାମ ସୂଚିତ ହେଇଥିବା ଆବଶଅୟକ।

ଠିକଣା– ଦି ଡିରେକ୍ଟର, ଇନଫରମେସନ ଆଣ୍ଡ ପବ୍ଲିକ ରିଲେସନ ଡିପାର୍ଟମେଣ୍ଟ, ଲୋକ ସଂମ୍ପର୍କ ଭବନ, ୟୁନିଟ୍-5, ଭୁବନେଶ୍ୱର-751001

ଅଧିକ ସୂଚନା ପାଇଁ inpr.odisha.gov.in ରେ ଲଗ୍ଇନ୍ କରନ୍ତୁ।

source – www.chakiri.plus

Comment