ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧୀନରେ ପଲମୋଲୋଜୀଷ୍ଟ, ଆନାସ୍ଥେଟିଷ୍ଟ, ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୧୫ରେ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

  • ଏହି ନିଯୁକ୍ତି ୪ ମାସ ପାଇଁ ଚୁକ୍ତିଭିତ୍ତିକ
  • ଝାରସୁଗୁଡ଼ାର କୋଭିଡ୍-୧୯ ହସ୍ପିଟାଲରେ ଏହି ନିଯୁକ୍ତି ଦିଆଯିବ

ପଲମୋଲୋଜୀଷ୍ଟ:

  • ପଦବୀ ସଂଖ୍ୟା- ୨ଟି ପଦବୀ
  • ଯୋଗ୍ୟତା- ଏମ୍.ବି.ବି.ଏସ୍ ଡିଗ୍ରୀ ସହ ଟି.ବି ଏବଂ ଚେଷ୍ଟ କିମ୍ବା ପଲମୋଲୋଜୀ ମେଡିସିନରେ ଏମ୍.ଡି/ଡି.ଏମ୍ କରିଥିବେ।

 ଆନାସ୍ଥେଟିଷ୍ଟ:

  • ପଦବୀ ସଂଖ୍ୟା- ୨ଟି ପଦବୀ
  • ଯୋଗ୍ୟତା- ଏମ୍.ବି.ବି.ଏସ୍ ଡିଗ୍ରୀ ସହ ଆନାସ୍ଥେସିଆରେ ଏମ୍.ଡି କରିଥିବେ।

ମେଡିକାଲ ଅଫିସର:

  • ପଦବୀ ସଂଖ୍ୟା- ୫ଟି ପଦବୀ
  • ଯୋଗ୍ୟତା- ଏମ୍.ବି.ବି.ଏସ୍ ଡିଗ୍ରୀ ସହ କ୍ରିଟିକାଲ କେୟାର ଟ୍ରେନିଂର ତାଲିମ ନେଇଥିବେ।

ବୟସ– ୨୦୨୦ ଏପ୍ରିଲ୍ ୧ ସୁଦ୍ଧା ୭୦ ବର୍ଷରୁ କମ

ଆବେଦନ ପ୍ରକ୍ରିୟା- ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହ ଓ୍ୱାକ୍ ଇନ୍ ଇଣ୍ଚରଭ୍ୟୁରେ ଯୋଗ ଦେଇପାରିବେ।

ଇଣ୍ଟରଭ୍ୟୁ ସମୟ– ଏପ୍ରିଲ୍ ୧୫ କିମ୍ବା ଅନ୍ୟ ଯେ କୌଣସି ସରକାରୀ ଓ୍ୱାର୍କିଂ ଡେ

ଅଧିକ ସୂଚନା ପାଇଁ jharsuguda.nic.inରେ ଲଗ୍ଇନ୍ କରନ୍ତୁ

source – www.chakiri.plus

Comment