ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

କୋରାପୁଟ ଜିଲ୍ଲା ଏସସି-ଏସଟି ଉନ୍ନୟନ ବିଭାଗ ଅଧିନରେ ଥିବା ମହିଳା ଛାତ୍ରାବାସରେ ଲେଡି ମେଟ୍ରନ ଏବଂ ଜୁନିୟର ଲେ଼ଡି ମେଟ୍ରନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ୩୦ ତାରିଖ ଯାଏଁ ଚାଲୁ ରହିବ।

ଲେଡି ମେଟ୍ରନ:

  • ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଦରମା-୭୫୦୦ ଟଙ୍କା

ଜୁନିୟର ଲେଡି ମେଟ୍ରନ:

  • ଯୋଗ୍ୟତା- ଦ୍ୱାଦଶ ପାସ୍ କରିଥିବେ।
  • ଦରମା- ୬୫୦୦ ଟଙ୍କା

ବୟସ- ୩୫ ବର୍ଷ ବା ଅଧିକ

ଆବେଦନ ପ୍ରକ୍ରିୟା- ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଜୁନ୍ ମାସ ୩୦ ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାକୁ ପଠାଇଦେବେ। ଶିକ୍ଷାଗତ ସାର୍ଟିଫିକେଟ ଏବଂ ମାର୍କ ଅନୂଯାୟୀ ପ୍ରାର୍ଥୀ ଚୟନ ହେବ।

ଠିକଣା– ଡିଷ୍ଟ୍ରିକ୍ଟ ଓ୍ୱେଲଫେୟାର ଅଫିସର, କୋରାପୁଟ

ଏହି ବିଷୟରେ ଅଧିକ ସୂଚନା ପାଇଁ koraput.nic.inରେ କ୍ଲିକ୍ କରନ୍ତୁ।

Comment