ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

 

ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧିନରେ ସ୍ପେଶିଆଲିଷ୍ଟ ଡାକ୍ତର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତିମାନେ ଆସନ୍ତା ଜୁନ୍ ୨୦ ତାରିଖ ଯାଏଁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

  • କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।
  • ଏହି ନିଯୁକ୍ତି ଫୁଲ୍ ଟାଇମ୍ ବେସିସରେ ଦିଆଯିବ।

ବୟସ ସୀମା- ୭୦ ବର୍ଷ

ଦରମା- ୨୫୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ବ୍ୟକ୍ତିମାନେ ଓ୍ୱବସାଇଟରୁ ଆବଦନପତ୍ର ଡାଉନଲୋଡ୍ କରି ପୂରଣ କରିବେ। ଏହା ସହ ନିଜର ସମସ୍ତ ସାର୍ଟିଫିକେଟ ସହ ଜୁନ୍ ୯ରୁ ୨୦ ତାରିଖ ମଧ୍ୟରେ ଓ୍ୱାର୍କିଂ ଡେରେ ନିମ୍ନଲିଖିତ ଠିକଣାରେ ହେଉଥିବା ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ଠିକଣା- CDM & PHO, ନୂଆପଡ଼ା

ଅଧିକ ସୂଚନା ପାଇଁ nuapada.nic.inରେ କ୍ଲିକ୍ କରନ୍ତୁ।

Comment