ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

 

ନୂଆପଡ଼ା ଜିଲ୍ଲାର ଶିଶୁ ସୁରକ୍ଷା କମିଟି ଅଧୀନରେ ଆସିଷ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ୩୧ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା- ଯେକୌଣସି ବିଷୟରେ ସ୍ନାତ କରିବା ସହ PGDCA ଡିଗ୍ରୀ ହାସଲ କରିଥିବେ ବା କମ୍ପ୍ୟୁଟର ସାଇନ୍ସ/କମ୍ପ୍ୟୁଟର ଆପ୍ଲିକେସନ/ଆଇ.ଟିରେ ସ୍ନାତକ/ସ୍ନାତକୋତ୍ତର କରିଥିବେ। ଏହା ସହ ଏହି ବିଭାଗରେ ଅତିକମରେ ଦୁଇ ବର୍ଷ ଅଭିଜ୍ଞତା ଥିବ।

ବୟସ ସୀମା- ୨୦୨୦ ଜୁଲାଇ ୧ ସୁଦ୍ଧା ୨୧ରୁ ୩୫ ବର୍ଷ ମଧ୍ୟରେ

 

ଦରମା– ୯୦୦୦ ଟଙ୍କା ମାସିକ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆଭଦନପତ୍ର ଜୁଲାଇ ୩୧ ସଂଧ୍ୟା ୫ଟା ସୁଦ୍ଧା ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା- ଅଫିସ୍ ଅଫ୍ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ଅଫିସର, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍, ସେକେଣ୍ଡ ଫ୍ଲୋର ନିୟୁ କଲେକ୍ଟରେଟ୍ ବିଲ୍ଡିଂ, ନୂଆପଡ଼ା, 766105

ଅଧିକ ସୂଚନା ପାଇଁ nuapada.nic.inରେ ଲଗ୍ଇନ୍ କରନ୍ତୁ।

Comment