ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳ ନିଜ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ୪୫ ସମ୍ପାଦକ ଓ ୪୧ ଜଣ ଯୁଗ୍ମ ସମ୍ପାଦକକୁ ନିଯୁକ୍ତ କରିଛି। ନିଯୁକ୍ତି ପାଇଥିବା ଏହି ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ଦାୟିତ୍ୱ ମଧ୍ୟ ବଣ୍ଟାଯାଇଛି।

ସମ୍ପାଦକ

ନବକିଶୋର ତରାଇ, ସଂଘ୍ରମିତା ଦଳେଇ, ଅନୁଭବ ପଟ୍ଟନାୟକ, କେ.ଶାନ୍ତି, ବିଷ୍ଣୁପ୍ରିୟା ଦାଶ, ଅମରେଶ ପତ୍ରି, ରଞ୍ଜିତ ମହାପାତ୍ର, ଅମରଜିତ ସେନାପତି, ମନ୍ଦାକିନି କର, ବିଶ୍ୱଜିତ ସାମନ୍ତରାୟ, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ଶୁବ୍ରମଞ୍ଜମ ମହାନ୍ତି, ସୁବାସ ମହାରଣା, ଶୈଳେଶ ଦାନି, ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶି ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଲୋ, ନିଜାମୁଦ୍ଦିନ, ମହମ୍ମଦ ସକିଲ୍, ଭୁବନେଶ୍ୱର କିଷାନ, ଭାରତୀୟ ସିଂହ, କୃଷ୍ଣ ଚନ୍ଦ୍ର ଦାଶ, ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା, ମୀରା ପରିଡା, ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜ କର୍ଣ୍ଣ, ଟି.ପ୍ରସାଦ ରାଓ ଦୋରା, ଜଗଦୀଶ ପାତ୍ର, ସ୍ୱାଧୀନ ନାୟକ, କୁନା ବିହାରୀ ଦାଶ, ସନ୍ତୋଷ ପଟ୍ଟନାୟକ, ହର୍ଷ ବର୍ଦ୍ଦନ ସିଂହଦେଓ, ରଞ୍ଜିତା ସାହୁ, ଉତ୍ତରା ପାତ୍ର, ତପନ ଦାଶ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ ଓ ଚନ୍ଦ୍ରକାନ୍ତ ସାମଲ।BGU

ଯୁଗ୍ମ-ସମ୍ପାଦକ

ସଞ୍ଜୟ ବାବୋ, ସଞ୍ଜିତ ମହାନ୍ତି, ଏମ୍.ଧଞ୍ଜୟ ରେଡ୍ଡି, ସନ୍ତୋଷ ବେଜ, ସମୀର ପ୍ରଧାନ, ଦେବାଶିଷ ସିଟ, ଜ୍ୟୋତିରଞ୍ଜନ ଜେନା, ପୃଥ୍ୱିୀରାଜ ସାହୁ, ପ୍ରକାଶ କୁମାର ଡାଙ୍ଗ, ଦେଜାଲିନ୍ ମହାପାତ୍ର, ସ୍ୱରାଜ ଲକ୍ଷ୍ମୀ ସାମଲ, ରେଜାୱାନ ବେଗମ, ସଂଘମିତ୍ରା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନ, ଜାହିର ଖାନ, ପ୍ରଦୀପ ବିଶୋଇ, ଚକ୍ରଧର ହେମ୍ବମ୍ର, ଧର୍ମେନ୍ଦ୍ର ଅଧିକାରୀ, ଦିଲ୍ଲୀପ ଧୁରିଆ, ଅବନୀ ରଞ୍ଜନ ଯୋଶୀ, ରାକେଶ ରାମ, କୈଳାସ ରାଣା, ପ୍ରଶାନ୍ତ ନାୟକ, ଅଶୋକ ସାହୁ, ଜଗନ୍ନାଥ ଦାଶ, ହରିଶଙ୍କର ରାଉତ, ତୁମ୍ବନାଥ ପଣ୍ଡା, ହିମାଶୁଂ ଦାଶ, ସତ୍ୟରଞ୍ଜନ ଦାଶ, ରାଜକମଲ ଜେନା, ଜ୍ଞାନଗିରି ଗୋସ୍ୱାମୀ, ପୁଲକ  ମହାନ୍ତି, ରାକେଶ ପଣ୍ଡା,ଗତିକୃଷ୍ଣ ନନ୍ଦ, ତନ୍ମୟ ସ୍ୱାଇଁ, କିଶୋର ନାୟକ, ରଞ୍ଜିତ ରାୟ, ରାଜେଶ ପଣ୍ଡା, ରୁଦ୍ର ସାମନ୍ତରାୟ ଓ ଦୀପ୍ତିକାନ୍ତ ପରିଜା

Comment