ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ପଞ୍ଚାୟତିରାଜ ଇଂଜିନିୟରିଂ ସେବାରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଦବୀ ସଂଖ୍ୟା – ୨୧୦
ଆବେଦନ ସମୟ – ୨୬ ଅଗଷ୍ଟ ୨୦୨୦ରୁ ୨୫ ସେପ୍ଟେମ୍ଵର ୨୦୨୦
ବୟସ ସୀମା – ୨୧ ବର୍ଷରୁ ୩୨ ବର୍ଷ ଭିତରେ ହୋଇଥିବା ଆବଶ୍ୟକ
ପରୀକ୍ଷା ଫି – ୫୦୦ ଟଙ୍କା
ଶିକ୍ଷାଗତ ଯୋଗ୍ୟତା – ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବେ।
ଆବେଦନ – କ୍ଲିକ୍ କରନ୍ତୁ