ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ମୂଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ଜୁନିଅର ଏଣ୍ଟୋମୋଲୋଜିଷ୍ଟ ଏବଂ ଆକାଉଣ୍ଟସ ମ୍ୟାନେଜର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଯୋଗେ ୨୮ ସେପ୍ଟେମ୍ଵର ୨୦୨୦ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ

  • ଜୁନିଅର ଏଣ୍ଟୋମୋଲୋଜିଷ୍ଟ
  • ଆକାଉଣ୍ଟସ ମ୍ୟାନେଜର

ପଦବୀ ସଂଖ୍ୟା

  • ଜୁନିଅର ଏଣ୍ଟୋମୋଲୋଜିଷ୍ଟ – ୧୦ଟି
  • ଆକାଉଣ୍ଟସ ମ୍ୟାନେଜର – ୧ଟି
  • ମୋଟ – ୧୧ଟି

ସ୍ଥାନ – ମୟୂରଭଞ୍ଜ

ବେତନ – ୨୩,୮୦୦ ଟଙ୍କା(ମାସିକ)

ଶିକ୍ଷାଗତ ଯୋଗ୍ୟତା:

ଜୁନିଅର ଏଣ୍ଟୋମୋଲୋଜିଷ୍ଟ

  • ବାୟୋଲୋଜି ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ମାଇକ୍ରୋସଫ୍ଟ ଅଫିସରେ କାମ ଜାଣିଥିବା ଆବଶ୍ୟକ।
  • ଯେକୌଣସି ଦୁଇ ଚକିଆ ଗାଡ଼ିର ଲାଇସେନ୍ସ ଥିବା ଆବଶ୍ୟକ।

ଆକାଉଣ୍ଟସ ମ୍ୟାନେଜର

  • ବାଣିଜ୍ୟ ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ମାଇକ୍ରୋସଫ୍ଟ ଅଫିସରେ କାମ ଜାଣିଥିବା ଆବଶ୍ୟକ।

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୪୦ ବର୍ଷ

ଆବେଦନ ପାଇଁ ଶେଷ ତାରିଖ – ୨୮ ସେପ୍ଟେମ୍ଵର ୨୦୨୦

ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ।

Comment