ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନାରେ ୩୪ ଗୋଟି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରର୍ଥୀମାନେ ଅକ୍ଟୋବର ୨୦ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ସଖ୍ୟା –

  • ଏଜୁକେସନ ବ୍ରାଞ୍ଚ – ୫ଟି
  • ଏକ୍‌ଜ୍ୟୁକେଟିଭ୍ ଏବଂ ଟେକ୍ନିକାଲ ବ୍ରାଞ୍ଚ – ୨୯ଟି
  • ମୋଟ୍ – ୩୪ଟି

ଆବେଦନ ପାଇଁ ବୟସ ସୀମା –

  • ଆବେଦନ କରୁଥିବା ପ୍ରାର୍ଥୀଙ୍କ ଜନ୍ମ ୨ ଜୁଲାଇ ୨୦୦୧ ଏବଂ ୧ ଜାନୁଆରୀ ୨୦୦୪ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନର ସମୟସୀମା –

  • ଆବେଦନ ଆରମ୍ଭ – ୬ ଅକ୍ଟୋବର ୨୦୨୦
  • ଆବେଦନ ପାଇଁ ଶେଷ ତାରିଖ – ୨୦ ଅକ୍ଟୋବର ୨୦୨୦

ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା –

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ଅଧୀନରେ ମେଟ୍ରିକ ଏବଂ +୨ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଇଂଜିନିୟରିଂ କିମ୍ଵା ଟେକ୍ନିକାଲ ଇଂଜିନିୟରିଂରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment