ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଟିମ୍ ଇଣ୍ଡିଆ ତିନୋଟି ଟି-୨୦ ମ୍ୟାଚ୍, ତିନୋଟି ଦିନିକିଆ ଓ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏଥିପାଇଁ ସୋମବାର ଭାରତୀୟ ଦଳ ଘୋଷଣା ହୋଇଛି। ତିନୋଟି ଯାକ ଫର୍ମାଟରେ ବିରାଟ କୋହଲି ଦଳର ନେତୃତ୍ୱ ନେଉଥିବାବେଳେ ଆହତ ଜନିତ କାରଣରୁ ରୋହିତ ଶର୍ମାଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ଅନ୍ୟପଟେ ଦିନିକିଆରେ କେଏଲ ରାହୁଲଙ୍କ ଉପ ଅଧିନାୟକ ପଦ ମିଳିବା ସହିତ ରିଷଭଙ୍କ ସ୍ଥାନରେ ସେ ୱିକେଟ୍ କିପିଂ କରିବେ ବୋଲି ଜଣାପଡ଼ିଛି।ଭାରତୀୟ ଟି-୨୦ଦଳ

ବିରାଟ କୋହଲି (ଅଧିନାୟକ),ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ (ଉପଅଧିନାୟକ ଓ ୱିକେଟ କିପର), ଶ୍ରେୟାସ ଆୟାର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜଶପ୍ରୀତ୍ ବୁମରା, ମହମ୍ମଦ ଶାମି, ନବଦୀପ ସୈନୀ, ଦୀପକ ଚହର ଓ ବରୁଣ ଚକ୍ରବର୍ତ୍ତୀ।

ଭାରତୀୟ ଦିନିକିଆ ଦଳ

ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେଏଲ୍ ରାହୁଲ (ଉପଅଧିନାୟକ ଓ ୱିକେଟ କିପର),ଶ୍ରେୟାସ ଆୟାର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସୈନୀ, ସାର୍ଦ୍ଦୁଲ ଠାକୁର।

ଭାରତୀୟ ଟେଷ୍ଟ ଦଳ

ବିରାଟ କୋହଲି (ଅଧିନାକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ଶୁଭମାନ ଗିଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ରିଷଭ ପନ୍ତ (ୱିକେଟ୍ କିପର), ଜସପ୍ରୀତ ବୁମରା , ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସୈନୀ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ

Comment