ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସେନା ଅଧୀନରେ ଜାଗ୍ ଏଣ୍ଟ୍ରି ସ୍କିମ୍ରେ ୮ଟି ପଦବୀ ପାଇଁ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୧୧ ତାରିଖ ପୂର୍ବରୁ ଆବେଦନ କରିପାରିବେ।
ଆବେଦନ ଆରମ୍ଭ ତାରିଖ – ୧୩ ଅକ୍ଚୋବର ୨୦୨୦
ଆବେଦନ ପାଇଁ ଶେଷ ତାରିଖ – ୧୧ ନଭେମ୍ଵର ୨୦୨୦
ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୨୭ ବର୍ଷ
ଶିକ୍ଷାଗତ ଯୋଗ୍ୟତା – ଭାରତୀୟ ବାର୍ କାଉନସିଲ୍ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ମହାବିଦ୍ୟାଳୟ କିମ୍ଵା ବିଶ୍ଵବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।
ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ।