ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ଓଡ଼ିଶା ଷ୍ଟାର୍ଟଅପ୍ ହବ୍ ବା ଓ-ହବ୍। ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ ନିର୍ମିତ ହୋଇଛି ଏହି ଇନକ୍ୟୁବେସନ ସେଣ୍ଟର। ନୂଆ ନୂଆ ଷ୍ଟାର୍ଟଅପ୍ ଆଇଡିଆ ନେଇ ଆସୁଥିବା ଉଦ୍ୟୋଗୀମାନଙ୍କ ସ୍ଵପ୍ନକୁ ସଫଳତାର ବାଟ ଦେଖାଉଛି ଓ-ହବ୍। ସାରା ଭାରତରେ ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ-ହବ୍। ଦେଖନ୍ତୁ ଭିଡିଓ…

Startup Odisha under MSME Department, Government of Odisha has come up with a business incubation centre O-Hub. The facility will help new startups and budding startup founders with operational space, mentorship, industry connect, and allied services. The initiative will help promote Odisha as a potential destination for Angel Investors and Venture Capitalists, say experts.

Comment