ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରବିବାର ୧୧ ଦିନରେ ଜାରି ରହିଛି। ୟୁକ୍ରେନରେ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରୁଷ ସେନାଙ୍କ ଘନଘନ ବୋମା ମାଡ଼ରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଛି। ଏବେ ୟୁକ୍ରେନକୁ ସହାୟତା କରିବା ପାଇଁ ଆମେରିକା ପଠାଇଛି ୩ହଜାର ସେନା।

  • ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷ ଉପରେ କଟକଣା ବଢ଼ୁଛି
  • ଏଡୋବ ଏବଂ ପୁମା କମ୍ପାନୀ ରୁଷରେ ସେବା ବନ୍ଦ କରିବା ସହ ଷ୍ଟୋର ଉଠାଇ ଆଣିବାକୁ ଘୋଷଣା କଲା
  • ୩ ହଜାର ଆମେରିକା ସେନା ରୁଷ ବିରୋଧରେ ୟୁକ୍ରେନରେ ଯୁଦ୍ଧ ଲଢ଼ିବେ
  • ୟୁକ୍ରେନ ଉପରେ ରୁଷ ସେନାଙ୍କ ବର୍ବରତାକୁ ନେନ୍ଦା କଲା ଆମେରିକା
  • ବୁଖାରେଷ୍ଟ, ରୋମାନିଆରୁ ୟୁକ୍ରେନରେ ଫସିଥିବା ୨୧୦ ଭାରତୀୟଙ୍କୁ ଧରି ଦେଶକୁ ଫେରିଲା ବାୟୁସେନା ବିମାନ
  • ରୁଷ ପାଇଁ ଉଡ଼ାଣ ସେବା ବନ୍ଦ କଲା ଅଜରବେଜାନ ଏଆରଲାଇନ୍ସ
  • ଆମେରିକା ରାଷ୍ଟ୍ରପତି ଜୋ ବାଇଜେନଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
  • ୟୁକ୍ରେନରେ ଯୁଦ୍ଧ ଲଢ଼ୁ ଥିବା ରୁଷ ସେନାଙ୍କ ପରିବାରକୁ କ୍ଷତିପୂରଣ ଦେବେ ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ

Tag: #Russia #Ukraine #Russia-UkraineWar #WarUpdates

Comment