ଆଥଲେଟିକ୍ସ ଦୁନିଆରେ ହର୍ଡଲସ୍‌ ଏକ କଷ୍ଟସାଧ୍ୟ ଇଭେଣ୍ଟସ। ଏଭଳି ଏକ କ୍ରୀଡ଼ାରେ ଦୀର୍ଘ ୨୦ ବର୍ଷ ଯାଏଁ ନିଜର ରେକର୍ଡ ବଜାୟ ରଖିଥିଲେ ଅନୁରାଧା ବିଶ୍ୱାଳ। ଯେତେବେଳେ ଭାରତର ସଫଳ କ୍ରୀଡ଼ାବିତଙ୍କ ବିଷୟରେ ଆଲୋଚନା କରାଯାଏ ସେତେବେଳେ ତାଙ୍କ ନାଁ ମନକୁ ଆସେ। ଭାରତର କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଅନୁରାଧା ବିଶ୍ୱାଳଙ୍କ କ୍ରୀଡ଼ା-କ୍ୟାରିୟର-କାହାଣୀକୁ ନେଇ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ…

Comment