ପିଲା କାନ୍ଦିବା ହେଉ କି ମୟୂରର ରାବ, ବିଲେଇଙ୍କ କଳି ହେଉ କି କୁକୁଡ଼ାର ଡାକ ଏ ସବୁର ଅବିକଳ ନକଲ କରିପାରନ୍ତି କଟକର ଦେବଦତ୍ତ ସାମଲ। ତାଙ୍କର ଏହି ନିଆରା ଅନ୍ଦାଜ ପାଇଁ ତାଙ୍କୁ ସମସ୍ତେ ମିମିକ୍ରି ମ୍ୟାନ ଭାବେ ଜାଣନ୍ତି। ମିମିକ୍ରି କରି ସବୁବେଳେ ଅନ୍ୟକୁ ହସାଉଥିବା ଦେବଦତ୍ତଙ୍କ ଜୀବନରେ ରହିଛି ଅନେକ ସଂଘର୍ଷ। ଦେଖନ୍ତୁ, ଜାଣିବେ ତାଙ୍କ କାହାଣୀ…

Comment