‘ମାଇଚିଆ, ଛକା – ସାନବେଳୁ ଏମିତି ଟାହିଟାପରା ମୁଁ ଶୁଣି ଆସୁଛି। ତେଣୁ ଏବେ ଆଉ କଷ୍ଟ ଲାଗୁନି ବରଂ ଦେହସୁହା ହୋଇଗଲାଣି। ଏବେ ମୁଁ ମୋ ସମାଜ ପାଇଁ କାମ କରୁଛି। ନିଜର ପରିଚୟକୁ ନେଇ ମୋର କୌଣସି ସଙ୍କୋଚ ନାହିଁ’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ କହିଛନ୍ତି ଆଇଶା ପଣ୍ଡା। ଦେଖନ୍ତୁ ଭିଡିଓ…