ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏଡିସ ମଶା କାମୁଡ଼ିବା ଦ୍ଵାରା ଡେଙ୍ଗୁ ହୋଇଥାଏ। ସୂର୍ଯ୍ୟୋଦୟର ୨ ଘଣ୍ଟା ପରେ ଏବଂ ସୂର୍ଯ୍ୟାସ୍ତର ୩ ଘଣ୍ଟା ପୂର୍ବରୁ ଏଡିସ ମଶା କାମୁଡ଼ିଲେ ଡେଙ୍ଗୁ ହୋଇଥାଏ ବୋଲି କୁହନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର।

ଡେଙ୍ଗୁ ହେଉଛି ଏକ ଭୂତାଣୁ ଜନିତ ରୋଗ। ତେବେ କେମିତି ସଂକ୍ରମଣ କରେ ଡେଙ୍ଗୁ ଭାଇରସ୍‌? କ’ଣ ରହିଛି ଏହାର ଜଟିଳତା? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।Tags: #WorldMalariaDay2023 #Dengue #Malaria #MosquitoBites #WHO #TimeToDeliverZeroMalaria

Comment