ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏଡିସ ମଶା କାମୁଡ଼ିବା ଦ୍ଵାରା ଡେଙ୍ଗୁ ହୋଇଥାଏ। ସୂର୍ଯ୍ୟୋଦୟର ୨ ଘଣ୍ଟା ପରେ ଏବଂ ସୂର୍ଯ୍ୟାସ୍ତର ୩ ଘଣ୍ଟା ପୂର୍ବରୁ ଏଡିସ ମଶା କାମୁଡ଼ିଲେ ଡେଙ୍ଗୁ ହୋଇଥାଏ। ଡେଙ୍ଗୁ ଜ୍ଵର ଏକ ଭୂତାଣୁ ଜନିତ ରୋଗ ବୋଲି କୁହନ୍ତି ଡାକ୍ତର ମାଏସା ସୋରେନ୍।

ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍ କାହିଁକି କମିଯାଏ? ଏହାର ଚିକିତ୍ସାରେ ରୋଗୀଙ୍କୁ କେମିତି ଦିଆଯାଏ ପ୍ଲେଟଲେଟ୍? ଏ ବିଷୟରେ ସବିଶେଷ ତଥ୍ୟ ଦେଉଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ବ୍ଲଡ୍ ବ୍ୟାଙ୍କ୍ ଅଫିସର ଡାକ୍ତର ମାଏସା ସୋରେନ୍। ଜାଣିବା ପାଇଁ ଦେଖନ୍ତୁ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldMalariaDay2023 #Dengue #Platetets #WHO #TimeToDeliverZeroMalaria

Comment