ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଏଡିସ ମଶା କାମୁଡ଼ିବା ଦ୍ଵାରା ଡେଙ୍ଗୁ ହୋଇଥାଏ। ଯଦି ସକାଳ ସମୟରେ ଏଡିସ ମଶା କାମୁଡ଼େ ତେବେ ଡେଙ୍ଗୁ ହେବାର ସମ୍ଭାବନା ରହିଛି। ଗୋଟିଏ ଏଡିସ ମଶା ୨୦ରୁ ୨୫ ଜଣଙ୍କଠାରେ ଡେଙ୍ଗୁ ଭାଇରସ୍ ଛାଡ଼ିବାକୁ ସକ୍ଷମ ହୋଇଥାଏ ବୋଲି କୁହନ୍ତି ଡାକ୍ତର ଏସ୍‌ ସାଇଦର୍ଶିନୀ।

ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଡେଙ୍ଗୁରେ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି। ଡେଙ୍ଗୁକୁ ଅବହେଳା କରିବା ରୋଗୀ ପାଇଁ ଘାତକ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ କେମିତି ସଂକ୍ରମଣ କରେ ଡେଙ୍ଗୁ ଭାଇରସ୍‌? କ’ଣ ସବୁ ଏହାର ଜଟିଳତା ରହିଛି? ଏନେଇ କ’ଣ କହୁଛନ୍ତି ଡାକ୍ତର ଏସ୍‌ ସାଇଦର୍ଶିନୀ, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldMalariaDay2023 #Dengue #Malaria #MosquitoBites #WHO #TimeToDeliverZeroMalaria

Comment